ଚିଟଫଣ୍ଡ କେଳେଙ୍କାରୀ: ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।ଭୁବେନେଶ୍ୱର ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ ଏଇ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ କଂପାନୀ ନିର୍ଦେଶକ ମନୋଜ୍‌ ପଟ୍ଟନାୟକଙ୍କୁ  ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପ୍ରଦୀପ ସେଠୀଙ୍କୁ ୭ ହଜାର ଓ ମନୋଜ ପଟ୍ଟନାୟକଙ୍କୁ  ୪ ହଜାର ଟଙ୍କା  ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ୨୫୦ କୋଟି ଟଙ୍କା ଜମା କରିବାକୁ  ଏଟି ଗ୍ରୁପ୍‌କୁ ନିର୍ଦେଶ ଦେଇଛନ୍ତି […]

pradeep sethi

pradeep sethi

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 08:32 PM IST

Sports

Latest News

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ଅର୍ଥତତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ କଂପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।ଭୁବେନେଶ୍ୱର ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ ଏଇ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ କଂପାନୀ ନିର୍ଦେଶକ ମନୋଜ୍‌ ପଟ୍ଟନାୟକଙ୍କୁ  ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପ୍ରଦୀପ ସେଠୀଙ୍କୁ ୭ ହଜାର ଓ ମନୋଜ ପଟ୍ଟନାୟକଙ୍କୁ  ୪ ହଜାର ଟଙ୍କା  ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ୨୫୦ କୋଟି ଟଙ୍କା ଜମା କରିବାକୁ  ଏଟି ଗ୍ରୁପ୍‌କୁ ନିର୍ଦେଶ ଦେଇଛନ୍ତି କୋର୍ଟ।

ଜମା ନ କଲେ ସମ୍ପତ୍ତି ଆଟାଚ୍‌ କରାଯିବ ବୋଲି କୋର୍ଟ କହିଛନ୍ତି। ଗତକାଲି ଏହି ଠକେଇ ମାମଲାରେ ଦୋଷ ମାନିଥିଲେ ଏଟି ମୁଖ୍ୟ ପ୍ରଦୀପ ସେଠୀ ଓ ସଂସ୍ଥାର ନିର୍ଦେଶକ ମନୋଜ ପଟ୍ଟନାୟକ। ଉଭୟଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ପରେ ଉଭୟେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଜମାକାରୀଙ୍କଠାରୁ ଟଙ୍କା ଠକିଥିବା ଏବଂ ଏହି ଟଙ୍କାରେ ଅୟସ କରିଥିବା ସ୍ୱୀକାର କରିଥିଲେ। ଏହା ପୂର୍ବରୁ ଉଭୟେ ଲି‌ଖିତ ଆକାରରେ ଦୋଷ ସ୍ୱୀକାର କରି କୋର୍ଟକୁ ଜଣାଇଥିଲେ। ଏଟି ଗ୍ରୁପ୍‌ ଜମାକାରୀଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା  ଅଭିଯୋଗ ରହିଛି। ଏହି ମାମଲାରେ ଏଯାଏଁ ପ୍ରଦୀପ ସେଠୀଙ୍କୁ ମିଶାଇ କମ୍ପାନୀର ୨୦ରୁ ଅଧିକ ଅଧିକାରୀଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story