ଯାଜପୁର ବସଷ୍ଟାଣ୍ଡରୁ ଯୁବକର ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ପୁରୁଣା ବସଷ୍ଟାଣ୍ଡରୁ ଜଣେ ଯୁବକର ଗୁଳିବିଦ୍ଧ ମୃତଦେହକୁ ମଙ୍ଗଳବାର ସକାଳୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ୩ଟି ଖୋକା ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ସୋମବାର ବିଳମ୍ୱିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ ତାହା ଜଣାପଡ଼ିନାହିଁ। ପୋଲିସ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହ ଖୋକା ଜବତ୍ କରି ତଦନ୍ତ ଆରମ୍ଭ ଚଳାଇଛି।

vlcsnap-2015-06-23-09h38m55s193

vlcsnap-2015-06-23-09h38m55s193

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 04:47 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story