ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନର ମହାସମାବେଶ

ଯାଜପୁର: ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଯାଜପୁରରେ ଜୟ କିଶାନ୍ ମହାସମାବେଶ କରାଯାଇଛି। ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କା ହିସାବରେ ସୁରକ୍ଷା ଭତ୍ତା ପ୍ରଦାନ କରିବାକୁ  ଦାବି କରିଛି ସଂଗଠନ। ଏହି ସମାବେଶରେ ଶହଶହ ଚାଷୀ  ସାମିଲ ହୋଇଛନ୍ତି। ତା’ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଚାଷ ଜମିକୁ ଜଳସେଚନ, ବଜାର ବ୍ୟବସ୍ଥା […]

jajpur

jajpur

Rakesh Mallick
  • Published: Friday, 18 November 2016
  • Updated: 18 November 2016, 02:45 PM IST

Sports

Latest News

ଯାଜପୁର: ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ୍‌ ଓ ପେନସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଯାଜପୁରରେ ଜୟ କିଶାନ୍ ମହାସମାବେଶ କରାଯାଇଛି। ରାଜ୍ୟରେ ୩୬ ଲକ୍ଷ ଚାଷୀଙ୍କ ପାଇଁ ମାସିକ ୫ହଜାର ଟଙ୍କା ହିସାବରେ ସୁରକ୍ଷା ଭତ୍ତା ପ୍ରଦାନ କରିବାକୁ  ଦାବି କରିଛି ସଂଗଠନ। ଏହି ସମାବେଶରେ ଶହଶହ ଚାଷୀ  ସାମିଲ ହୋଇଛନ୍ତି। ତା’ସହ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଚାଷ ଜମିକୁ ଜଳସେଚନ, ବଜାର ବ୍ୟବସ୍ଥା ସହ ଅଭାବୀ ଧାନ ବିକ୍ରୀ ଓ ଅଖା  ପଇସା ଫେରସ୍ତ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story