ଜଳୁଛି କୁଳଡ଼ିହା ଓ ସାତକୋଶିଆ ଅଭୟାରଣ୍ୟ

ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଅଭୟାରଣ୍ୟ କୁଳଡ଼ିହା ଓ ସାତକୋଶିଆ ଜଳୁଛି। ୩ ଦିନ ହେବ କୁଳଡ଼ିହାରେ ନିଆଁ ଲାଗିଛି। ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ସାତକୋଶିଆର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। କୁଳଡ଼ିହା ଅଭୟାରଣ୍ୟର ସିନ୍ଦୁରିଆ ଓ ଡେଉଁଚଖାଲ ପାହାଡ଼ରେ ନିଆଁ ଲାଗିଛି। ଫଳରେ ଏଠାରେ ଥିବା ବହୁ ଔଷଧୀୟ ଓ ମୂଲ୍ୟବାନ ଗଛ ଜଳି ଯାଇଛି। […]

kuladiha

kuladiha

Rakesh Mallick
  • Published: Friday, 29 April 2016
  • Updated: 30 April 2016, 04:37 AM IST

ଭୁବନେଶ୍ୱର: ରାଜ୍ୟର ଦୁଇ ପ୍ରମୁଖ ଅଭୟାରଣ୍ୟ କୁଳଡ଼ିହା ଓ ସାତକୋଶିଆ ଜଳୁଛି। ୩ ଦିନ ହେବ କୁଳଡ଼ିହାରେ ନିଆଁ ଲାଗିଛି। ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ସେହିପରି ସାତକୋଶିଆର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି।

କୁଳଡ଼ିହା ଅଭୟାରଣ୍ୟର ସିନ୍ଦୁରିଆ ଓ ଡେଉଁଚଖାଲ ପାହାଡ଼ରେ ନିଆଁ ଲାଗିଛି। ଫଳରେ ଏଠାରେ ଥିବା ବହୁ ଔଷଧୀୟ ଓ ମୂଲ୍ୟବାନ ଗଛ ଜଳି ଯାଇଛି। ସବୁଜ ବାହିନୀ ସହାୟତାରେ ବନ ବିଭାଗ କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ନିଆଁ ଲିଭୁ ନ ଥିବାରୁ ହାତୀଙ୍କ ସମେତ ଅନ୍ୟ ଜୀବଜନ୍ତୁଙ୍କ ପ୍ରତି ବିପଦ ଦେଖା ଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଆଖପାଖ ଅଞ୍ଚଳରେ ତାତିକୁ ଆହୁରି ବଢାଇ ଦେଇଛି।

ବ୍ୟାଘ୍ର ସଂରକ୍ଷଣ ପାଇଁ ଖ୍ୟାତି ଲାଭ କରିଥିବା ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବି ନିଆଁ ଲାଗିଛି। ଅଭୟାରଣ୍ୟର ସମ୍ପାସର, ପୁରୁଣାକୋଟ୍‌, ଟିକରପଡ଼ା, ଜିଲିଣ୍ଡା ଆଦି ରେଞ୍ଜରେ ଜଙ୍ଗଲ ଜଳୁଛି। ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଥିବା ସନ୍ଦେହ କରାଯାଉଛି। ବନ କର୍ମଚାରୀମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story