ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବିଜେପିର ୧୨ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା: ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲାରେ ବିଜେପି ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି। ଫଳରେ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସହରର ବେହେରାମାଲ, ବାଇପାସ, ବଡମାଲ ଠାରେ କର୍ମୀମାନେ ସମ୍ୱଲପୁର ସଡ଼କ ପଥକୁ ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଜାରି ରଖିଛନ୍ତି। ଜିଲ୍ଲାର ୫ଟି ବ୍ଲକରେ ଅନିୟମିତ ବର୍ଷା ଓ ରୋଗପୋକ ଯୋଗୁ ଧାନ ଫସଲ ନଷ୍ଟ ହୋଇଯାଇଛି ବୋଲି ବିଜେପି ପକ୍ଷରୁ […]

jarasuguda-band

jarasuguda-band

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 07:25 AM IST

Sports

Latest News

ଝାରସୁଗୁଡା: ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଆଜି ଝାରସୁଗୁଡ଼ା ଜିଲ୍ଲାରେ ବିଜେପି ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି। ଫଳରେ ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସହରର ବେହେରାମାଲ, ବାଇପାସ, ବଡମାଲ ଠାରେ କର୍ମୀମାନେ ସମ୍ୱଲପୁର ସଡ଼କ ପଥକୁ ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଜାରି ରଖିଛନ୍ତି। ଜିଲ୍ଲାର ୫ଟି ବ୍ଲକରେ ଅନିୟମିତ ବର୍ଷା ଓ ରୋଗପୋକ ଯୋଗୁ ଧାନ ଫସଲ ନଷ୍ଟ ହୋଇଯାଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା ଓ ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବି କରି ବିଧାୟିକା ରାଣାରାଣୀ ପଣ୍ଡା ସୋମବାରଠାରୁ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆମରଣ ଅନଶନ ଜାରି ରଖିଛନ୍ତି। ଏହାକୁ ସମର୍ଥନ ଜଣାଇ ଜିଲ୍ଲା ବିଜେପି ଏହି ବନ୍ଦ ଡାକରା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story