ଝାରସୁଗୁଡ଼ାରେ ଗଣ୍ଡ ସମାଜର ୧୧ତମ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ଗଣ୍ଡ ସମାଜର ୧୧ତମ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଟିଏମ୍ ପଡ଼ିଆରେ ଏହି ଜାତୀୟ ସମ୍ମିଳନୀ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ରମେଶ ମାଝି ମଧ୍ୟ ଏହି ଜାତୀୟ ସମ୍ମିଳନୀରେ ଉପସ୍ଥିତ ଅଛନ୍ତି। ବିଭିନ୍ନ ସ୍ଥାନରୁ ଗଣ୍ଡ ସମାଜର ଲୋକେ ଏଥିରେ ଯୋଗ ଦେଇଛନ୍ତି। ଏହା ୩ ଦିନ ଧରି ଚାଲିବ ବୋଲି ଗଣ୍ଡ ସମାଜ ସମ୍ମିଳନୀ ସଭାପତି ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ […]

ganda

ganda

Rakesh Mallick
  • Published: Friday, 25 December 2015
  • Updated: 25 December 2015, 07:49 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ଗଣ୍ଡ ସମାଜର ୧୧ତମ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଟିଏମ୍ ପଡ଼ିଆରେ ଏହି ଜାତୀୟ ସମ୍ମିଳନୀ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ରମେଶ ମାଝି ମଧ୍ୟ ଏହି ଜାତୀୟ ସମ୍ମିଳନୀରେ ଉପସ୍ଥିତ ଅଛନ୍ତି। ବିଭିନ୍ନ ସ୍ଥାନରୁ ଗଣ୍ଡ ସମାଜର ଲୋକେ ଏଥିରେ ଯୋଗ ଦେଇଛନ୍ତି। ଏହା ୩ ଦିନ ଧରି ଚାଲିବ ବୋଲି ଗଣ୍ଡ ସମାଜ ସମ୍ମିଳନୀ ସଭାପତି ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପୁର୍ଣ୍ଣାଠାରେ ଥିବା ସରକାରୀ ହାଇସ୍କୁଲର ନୂତନ କୋଠା ଉଦଘାଟନ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story