ଜଗତସିଂହପୁର: ଦାରୁ ସ୍ଥଳରେ ପହଞ୍ଚିଲା ତିନି ଠାକୁରଙ୍କ ୩ ରଥଚକ

ଜଗତସିଂହପୁର: ଚଳିତ ବର୍ଷ ନବକଳେବର ରଥଯାତ୍ରା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତି ପ୍ରକାରେ ତିନି ଠାକୁରଙ୍କ ତିନିଟି ରଥଚକକୁ ରବିବାର ଜଗତସିଂହପୁର ଅଣାଯାଇଛି। ଏଇ ରଥଚକ ଗୁଡିକୁ ଜଗତସିଂହପୁରର ଯେଉଁ ସ୍ଥାନ ଗୁଡିକରେ ଦାରୁ ଚିହ୍ନଟ କରାଯାଇଥିଲା, ସେହିସ୍ଥାନ ଗୁଡିକରେ ରଖାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥର ଚକଟିକୁ ଖରିପଡ଼ିଆରେ ରଖାଯାଇଥିବା ବେଳେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଗୋଟିଏ ଲେଖାଏଁ ଚକକୁ ଯଥାକ୍ରମେ ଝାଙ୍କଡ଼ ଓ ଅଢଙ୍ଗଗଡ଼ ଠାରେ ରଖାଯାଇଛି। […]

rath

rath

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 01:48 PM IST

Sports

Latest News

ଜଗତସିଂହପୁର: ଚଳିତ ବର୍ଷ ନବକଳେବର ରଥଯାତ୍ରା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନେଇଥିବା ନିଷ୍ପତ୍ତି ପ୍ରକାରେ ତିନି ଠାକୁରଙ୍କ ତିନିଟି ରଥଚକକୁ ରବିବାର ଜଗତସିଂହପୁର ଅଣାଯାଇଛି। ଏଇ ରଥଚକ ଗୁଡିକୁ ଜଗତସିଂହପୁରର ଯେଉଁ ସ୍ଥାନ ଗୁଡିକରେ ଦାରୁ ଚିହ୍ନଟ କରାଯାଇଥିଲା, ସେହିସ୍ଥାନ ଗୁଡିକରେ ରଖାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ରଥର ଚକଟିକୁ ଖରିପଡ଼ିଆରେ ରଖାଯାଇଥିବା ବେଳେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଗୋଟିଏ ଲେଖାଏଁ ଚକକୁ ଯଥାକ୍ରମେ ଝାଙ୍କଡ଼ ଓ ଅଢଙ୍ଗଗଡ଼ ଠାରେ ରଖାଯାଇଛି।

ଚଳିତ ବର୍ଷ ନବକଳେବର ପାଇଁ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହୋଇଥିଲା ବନଯାଗ ଯାତ୍ରା। ଏପ୍ରିଲ ୧୭ ତାରିଖରେ ପ୍ରଥମେ ଝାଙ୍କଡ଼ ସ୍ଥିତ ଦେବୀ ସାରଳାଙ୍କ ପୀଠ ପରିସରରେ ଚିହ୍ନଟ କରାଯାଇଥିଲା ବଡ଼ ଠାକୁର ବଳଭଦ୍ରଙ୍କ ଦାରୁ। ସେହିପରି ଏପ୍ରିଲ ୨୩ ତାରିଖରେ ଜିଲ୍ଲାର ବିରିଡ଼ି ବ୍ଲକ୍ ଅନ୍ତର୍ଗତ ଅଢଙ୍ଗଗଡ଼ରେ ଚିହ୍ନଟ କରାଯାଇଥିଲା ଦେବୀ ସୁଭଦ୍ରାଙ୍କ ଦାରୁ। ଶେଷରେ ଏପ୍ରିଲ ୨୯ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁକୁ ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଖରିପଡିଆରେ ଚିହ୍ନଟ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story