ରାସ୍ତାରେ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଟ୍ରକ୍‌

ଆଠଗଡ଼(ନୀଳକଣ୍ଠ ଦୋରା): ଯାତ୍ରା ସାରି ଫେରୁଥିବା ବେଳେ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଛି। ଯାହାଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। କଟକ ଜିଲ୍ଲା ସାଲେପୁରରେ ‘ସାବିତ୍ରୀ ଗଣନାଟ୍ୟ’ ଯାତ୍ରା ପରିବେଷଣ କରୁଥିଲେ। ଗତକାଲି ରାତିରେ ନାଟକ ସରିବା ବେଳେ ଆଜି ମଧ୍ୟାହ୍ନରେ ଯାତ୍ରା […]

jatraparty

jatraparty

Manoranjan Sial
  • Published: Friday, 29 November 2019
  • Updated: 29 November 2019, 04:05 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଯାତ୍ରା ସାରି ଫେରୁଥିବା ବେଳେ ଏକ ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଘଟିଛି। ଯାହାଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

କଟକ ଜିଲ୍ଲା ସାଲେପୁରରେ ‘ସାବିତ୍ରୀ ଗଣନାଟ୍ୟ’ ଯାତ୍ରା ପରିବେଷଣ କରୁଥିଲେ। ଗତକାଲି ରାତିରେ ନାଟକ ସରିବା ବେଳେ ଆଜି ମଧ୍ୟାହ୍ନରେ ଯାତ୍ରା ପାର୍ଟିର ଏକ ସରଞ୍ଜାମ ବୋଝେଇ ଟ୍ରକ୍‌ ସମ୍ୱଲପୁର ଅଭିମୁଖେ ଯାଉଥିଲା। ତେବେ ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟି ପୋଖରୀ ନିକଟରେ ଟ୍ରକ୍‌ ସମ୍ମୁଖକୁ ଏକ ବାଇକ ଚାଲି ଆସିଥିଲା। ଏହା ଦେଖି ଟ୍ରକ୍‌ ଚାଳକ ହଠାତ ବ୍ରେକ ମାରିଥିଲେ। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ଯାତ୍ରା ପାର୍ଟିର ୧୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରୁ ୭ ଜଣ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଦୁର୍ଘଟଣା ପରେ ଉକ୍ତରେ ଯିବାଆସିବା ଠପ୍ ହୋଇଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story