ବଡ଼ପୁଅର ନିର୍ଯାତନା ମୁଁ ସହିପାରୁନି: ଯାତ୍ରା କମେଡିଆନ ମଣିଭଦ୍ର ବିଶ୍ୱାଳ

ସୋର(ଓଡ଼ିଶା ରିପୋର୍ଟର): ଯିଏ ଦିନେ ଯାତ୍ରା ମଞ୍ଚରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ, ସେ ଏବେ ନିଜେ କାନ୍ଦୁଛନ୍ତି।  ଯାତ୍ରା ଜଗତରେ ନିଜର ନିଆରା ହାସ୍ୟ ସଂଳାପ ସହ ତାଙ୍କ ଅଭିନୟ ଯାଦୁରେ ହଜିଯାଉଥିଲେ ଦର୍ଶକ । ସେ ଆଉ କେହି ନୁହଁନ୍ତି, ଯାତ୍ରା ଜଗତର ବରିଷ୍ଠ ହାସ୍ୟ କଳାକାର ମଣିଭଦ୍ର ବିଶ୍ୱାଳ।  ଏହି କଳାକାରଙ୍କର ମୁହଁରେ ହସ ବଦଳରେ ଆଖିରୁ ଲୁହ ଆସିଯାଇଛି।  ଯାତ୍ରା ଜଗତରୁ ଅବ୍ୟାହତ ନେଇ ଏବେ ଦୀର୍ଘ ୪ ବର୍ଷ […]

6nm

6nm

Tapas Behera
  • Published: Saturday, 13 June 2020
  • Updated: 13 June 2020, 08:00 PM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ଯିଏ ଦିନେ ଯାତ୍ରା ମଞ୍ଚରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିଲେ, ସେ ଏବେ ନିଜେ କାନ୍ଦୁଛନ୍ତି।  ଯାତ୍ରା ଜଗତରେ ନିଜର ନିଆରା ହାସ୍ୟ ସଂଳାପ ସହ ତାଙ୍କ ଅଭିନୟ ଯାଦୁରେ ହଜିଯାଉଥିଲେ ଦର୍ଶକ ।

ସେ ଆଉ କେହି ନୁହଁନ୍ତି, ଯାତ୍ରା ଜଗତର ବରିଷ୍ଠ ହାସ୍ୟ କଳାକାର ମଣିଭଦ୍ର ବିଶ୍ୱାଳ।  ଏହି କଳାକାରଙ୍କର ମୁହଁରେ ହସ ବଦଳରେ ଆଖିରୁ ଲୁହ ଆସିଯାଇଛି।  ଯାତ୍ରା ଜଗତରୁ ଅବ୍ୟାହତ ନେଇ ଏବେ ଦୀର୍ଘ ୪ ବର୍ଷ ହେଲା ନିଜ ଗାଁ ବାଲେଶ୍ୱର ଜିଲ୍ଲା ବାହାନଗା ଓଳିଆପାଟଣାରେ ସେ ରହୁଛନ୍ତି।

ପରିଣତ ବୟସରେ ତାଙ୍କ ବଡପୁଅ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।  ଏପରିକି ମଣିଭଦ୍ର ବର୍ତ୍ତମାନ ସାନପୁଅ ପାଖରେ ରହିବାକୁ ଚାହୁଁଛନ୍ତି।  ବଡପୁଅ ପାଖରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମାଗିବାରୁ ତାଙ୍କ ବଡପୁଅ ଗାଳି କରିଥିବା ସେ ଅଭିଯୋଗ କରିଛନ୍ତି।  ଖନ୍ତାପଡା ପୁଲିସ ଉପସ୍ଥିତିରେ ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଫେରି ପାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story