ଦିଲ୍ଲୀରୁ ଆସିଥିଲେ ଯବାନ, କଟକ ଷ୍ଟେଶନରୁ ନିଖୋଜ

କଟକ(ଓଡ଼ିଶା ରିପୋର୍ଟର): କଟକ ରେଳ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ନିଜ ଗ୍ରୁପ୍‌ ସହ ଆସିଥିବା ବେଳେ ଯବାନଜଣକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଜଣକ ହେଲେ ପ୍ରେମଜି ଜୌଲା । ସେ ଦିଲ୍ଲୀରୁ ଆସିଥିଲେ  । ଏନେଇ ଜିଆରପି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ, ଦିଲ୍ଲୀରୁ ପ୍ରାୟ ଦେଢଶ’ ଯବାନ ଟ୍ରେନିଂ ପାଇଁ କଟକ ଚାରିବାଟିଆକୁ ଆସିଥିଲେ। […]

jawan missing

jawan missing

Niharika Rout
  • Published: Wednesday, 08 December 2021
  • Updated: 08 December 2021, 09:36 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ରେଳ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ନିଜ ଗ୍ରୁପ୍‌ ସହ ଆସିଥିବା ବେଳେ ଯବାନଜଣକ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକଜଣକ ହେଲେ ପ୍ରେମଜି ଜୌଲା । ସେ ଦିଲ୍ଲୀରୁ ଆସିଥିଲେ  । ଏନେଇ ଜିଆରପି ଥାନାରେ ଏତଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଦିଲ୍ଲୀରୁ ପ୍ରାୟ ଦେଢଶ’ ଯବାନ ଟ୍ରେନିଂ ପାଇଁ କଟକ ଚାରିବାଟିଆକୁ ଆସିଥିଲେ। ସେମାନେ ଗତକାଲି କଟକ ଷ୍ଟେଶନରେ ଓହ୍ଲାଇଥିଲେ। ଏହାପରେ ଗ୍ରୁପ କଲିଂ ବେଳେ ସେମାନଙ୍କ ମଧ୍ୟରୁ ପ୍ରେମଜି ଜୌଲା ନିଖୋଜ ଥିବା ଜଣାପଡ଼ିଥିଲା। ଏନେଇ ଯବାନଙ୍କ ଟିମ୍‌ ହେଡ ଗତକାଲି ଜିଆରପି ଥାନାରେ ଏତଲା ଦେଇଛନ୍ତି। ଜିଆରପି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଏତେ ସଂଖ୍ୟକ ଯବାନ ଏକସଙ୍ଗେ ଆସିବା ସମୟରେ ଜଣେ କିପରି ଓ କେଉଁଠୁ ନିଖୋଜ ହୋଇଗଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଟ୍ରେନ ଷ୍ଟେଶନରେ ପହଞ୍ଚିବା ପରେ ଯବାନଜଣକ ନିଖୋଜ ହୋଇଯାଇଥିବା ଏଫଆଇଆରରେ ଉଲ୍ଲେଖ ଅଛି। ଏନେଇ ତାଙ୍କ ପରିବାରବର୍ଗଙ୍କୁ ଅବଗତ କରାଯାଇଛି।

ତେବେ ଯବାନ ପ୍ରେମଜି ଜୌଲାଙ୍କୁ କିଏ ଅପହରଣ କରି ନେଲା ନା ସିଏ ନିଜ ଇଚ୍ଛାରେ କେଉଁ ଆଡ଼େ ଚାଲି ଯାଇଛନ୍ତି ତାହା ସସ୍‌ପେନ୍ସ ସୃଷ୍ଟି କରିଛି। ପୂର୍ବରୁ ପ୍ରେମଜି ଓଡ଼ିଶା ସମ୍ପର୍କରେ ଅବଗତ ଅଛନ୍ତି କି, ଯଦି ନାହାନ୍ତି କିପରି କୁଆଡ଼େ ଗଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ଜିଆରପି ପୁଲିସ୍‌  । ଏପରିକି  ଫୋନ ଟ୍ରାକିଂ କରି ତାଙ୍କୁ ଠାବ କରିବାକୁ ଚେଷ୍ଟା କରାଯାଉଛି।

ଏହାବାଦ  କଟକରେ ଶେଷ ଥର ପାଇଁ ତାଙ୍କୁ କିଏ ଦେଖିଥିଲା, ସେ କୌଣସି ମାନସିକ ଚାପରେ ଥିଲେ କି ନା ଟ୍ରେନିଂ ପାଇଁ ଭୟଭୀତ ହୋଇ ଏପରି ପଦକ୍ଷେପ ନେଇଥାଇପାରନ୍ତି ସେ ସବୁ ଦିଗ ଉପରେ ମଧ୍ୟ ଖୋଳତାଡ଼ କରୁଛି ପୁଲିସ୍‌। ଏପରିକି ତାଙ୍କ ସାଥୀ ଯବାନଙ୍କୁ ବି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story