ଯବାନଙ୍କ ମହାନତା: ଅସୁସ୍ଥ ବୃଦ୍ଧଙ୍କୁ ୫ କିମି ବୋହି ମେଡିକାଲ ନେଲେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହାନତାର ପରିଚୟ ଦେଲେ ବିଏସଏଫ ଯବାନ। ଜ୍ୱରରେ କମ୍ପୁଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଖଟିଆରେ କାନ୍ଧେଇ କାନ୍ଧେଇ ଜଙ୍ଗଲ ରାସ୍ତା ପାର କରି ମେଡିକାଲ ପଠାଇଲେ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଡାବୁଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଯବାନଙ୍କ ଏପରି ମାନବିକତାର ଚିତ୍ର। ଗାଁର ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଶାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧ ବ୍ୟକ୍ତିଙ୍କୁ ଚଲାଇ ଚଲାଇ ମେଡିକାଲ ନେଉଥିଲେ। କାହିଁକିନା ଡାବୁଗୁଡ଼ା ଗାଁରୁ ମୁଖ୍ୟରାସ୍ତା କଦମଗୁଡ଼ାକୁ ଆସିବାକୁ […]

/jawan

/jawan

Tapaswini Nayak
  • Published: Saturday, 01 October 2022
  • Updated: 01 October 2022, 11:51 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ମହାନତାର ପରିଚୟ ଦେଲେ ବିଏସଏଫ ଯବାନ। ଜ୍ୱରରେ କମ୍ପୁଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଖଟିଆରେ କାନ୍ଧେଇ କାନ୍ଧେଇ ଜଙ୍ଗଲ ରାସ୍ତା ପାର କରି ମେଡିକାଲ ପଠାଇଲେ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଡାବୁଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଯବାନଙ୍କ ଏପରି ମାନବିକତାର ଚିତ୍ର।

ଗାଁର ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଶାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧ ବ୍ୟକ୍ତିଙ୍କୁ ଚଲାଇ ଚଲାଇ ମେଡିକାଲ ନେଉଥିଲେ। କାହିଁକିନା ଡାବୁଗୁଡ଼ା ଗାଁରୁ ମୁଖ୍ୟରାସ୍ତା କଦମଗୁଡ଼ାକୁ ଆସିବାକୁ ଭଲ ରାସ୍ତାଟିଏ ନାହିଁ। ଜଙ୍ଗଲ ରାସ୍ତା ଦେଇ ୮ କିମି ବାଟ ଚାଲି ଡାବୁଗୁଡ଼ା ଗ୍ରାମବାସୀ କଦମଗୁଡ଼ାକୁ ଆସିଥାନ୍ତି। ସେଠାରୁ ଗାଡ଼ିମଟର ସାହାଯ୍ୟରେ ଖଇରପୁଟ ଯାଇଥାନ୍ତି। ଗତକାଲି ଦାମୋଦରଙ୍କୁ ପରିବାର ଲୋକେ ଡାକ୍ତର ଦେଖାଇବା ପାଇଁ ଚଲାଇ ଚଲାଇ କଦମଗୁଡ଼ା ଆଣୁଥିଲେ। ସେଠାରୁ ଗାଡ଼ି ଦ୍ୱାରା ଖଇରପୁଟ ମେଡିକାଲକୁ ଯାଇଥାନ୍ତେ। ଦାମୋଦର ଜ୍ୱରରେ ପୀଡିତ ଥିବାରୁ ଠିକ୍‌ରେ ଚାଲିପାରୁ ନଥିଲେ।

ଏହି ସମୟରେ ଖଇରପୁଟର ୧୫୧ ବିଏସଏଫ ବାଟାଲିୟନର କିଛି ଯବାନ ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ। ବୃଦ୍ଧଙ୍କ ଦୟନୀୟ ଅବସ୍ଥା ଦେଖି ସେମାନେ ନିଜକୁ ରୋକି ପାରିନଥିଲେ। ପରେ ଯବାନମାନେ ନିକଟ ଗାଁରୁ ଖଟିଆ ଯୋଗାଡ଼ କରି ଦାମୋଦରଙ୍କୁ ୫ କିଲୋମିଟର ପାହାଡ଼ିଆ ରାସ୍ତାରେ କାନ୍ଧରେ ବୋହି କଦମଗୁଡ଼ା ନେଇଥିଲେ। ପରେ ସେଠାରୁ ଗାଡ଼ି ଦ୍ୱାରା ଖଇରପୁଟ ମେଡିକାଲ ନିଆଯାଇଥିଲା।

ଯବାନଙ୍କ ଏଭଳି ମାନବିକତା ଯୋଗୁ ସବୁ ମହଲରେ ସେମାନଙ୍କୁ ପ୍ରଶଂସା କରାଯାଉଛି। ପରିବାର ଲୋକେ ମଧ୍ୟ ସେମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story