ଜୟପୁର: ନାବାଳକର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରର ପୁରୁଣାଗଡ଼ ସ୍ଥିତ ବ୍ରିଜ ତଳୁ ଆଜି ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଜଣକ ହେଉଛନ୍ତି ସହରର ବାଲିପେଟା ସାହିର ହୃଷିକେଶ ପଣ୍ଡା। ଗତ ୯ ତାରିଖ ରାତିରୁ ହୃଷିକେଶ ନିଖୋଜ ଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ନାବାଳକର ମୃତ ଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ମୃତଦେହଟିକୁ […]

jaypur

jaypur

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 08:47 AM IST

Sports

Latest News

ଜୟପୁର: ଜୟପୁରର ପୁରୁଣାଗଡ଼ ସ୍ଥିତ ବ୍ରିଜ ତଳୁ ଆଜି ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ନାବାଳକ ଜଣକ ହେଉଛନ୍ତି ସହରର ବାଲିପେଟା ସାହିର ହୃଷିକେଶ ପଣ୍ଡା।

ଗତ ୯ ତାରିଖ ରାତିରୁ ହୃଷିକେଶ ନିଖୋଜ ଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳୁ ନାବାଳକର ମୃତ ଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଏକ ଟିମ୍ ମୃତଦେହଟିକୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ଟାଉନ ପୋଲିସ୍ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ  ପଠାଯାଇଛି। ହୃଷିକେଶଙ୍କୁ ହତ୍ୟା କରାଯାଇଛି  ନା  ସେ ଆତ୍ମହତ୍ୟା କରିଛନ୍ତି  ତାହା  କାରଣ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story