ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ; ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶାରେ ଟପ୍ପର ହୋଇଛନ୍ତି  ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯% ମାର୍କ ରଖିଛନ୍ତି । ସେହିଭଳି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ । ୯୯.୯୮ ପ୍ରତିଶତ ରହି ସ୍ଥିତିପ୍ରଜ୍ଞା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ […]

jee-1

jee-1

Niharika Rout
  • Published: Saturday, 18 January 2020
  • Updated: 18 January 2020, 09:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ଓଡ଼ିଶାରେ ଟପ୍ପର ହୋଇଛନ୍ତି  ସୌରଭ ସୌମ୍ୟକାନ୍ତ ଦାଶ । ସେ ୯୯.୯୯% ମାର୍କ ରଖିଛନ୍ତି ।

ସେହିଭଳି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ଥିତିପ୍ରଜ୍ଞା ସାହୁ । ୯୯.୯୮ ପ୍ରତିଶତ ରହି ସ୍ଥିତିପ୍ରଜ୍ଞା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(NTA) ପକ୍ଷରୁ ଏହି ପରୀକ୍ଷା ଫଳ ଘୋଷଣା ହୋଇଛି। ସର୍ବ ଭାରତୀୟ ସ୍ତରରେ ଏଥର ୯ ଜଣ ଛାତ୍ର ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି।

ଦୁଇଟି ପର୍ଯ୍ୟାୟରେ ୨୩୩ ସହର ଏବଂ ବିଦେଶରେ ୫୭୦ ପରୀକ୍ଷା କେନ୍ଦ୍ରରେ ଏକ ସଙ୍ଗେ ଜେଇଇ ମେନ୍ ପରୀକ୍ଷା ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story