କନିଷ୍ଠ ଯନ୍ତ୍ରୀ ନିଖୋଜ, ପୋଲ ଉପରୁ ମିଳିଲା ବାଇକ୍‌

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର):   ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ନିଖୋଜ ହୋଇଯାଇଛନ୍ତି। ଏନେଇ ଭସ୍ମା ଥାନାରେ ଲିଖିତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଏବଂ କୁଣ୍ଡୁକେଲା ମଧ୍ୟରେ ସଫେଇ ନଦୀ ପୋଲ ପରେ ସୁଧୀରଙ୍କ ବାଇକ୍‌ ରହିଛି। ଯେଉଁଥିରେ ଚାବି ଲାଗିଛି ତା ସହ ତାଙ୍କର ଜୋତା, ହେଲମେଟ ଏବଂ ମୋବାଇଲ ମଧ୍ୟ ପଡି ରହିଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ତାଙ୍କ […]

jee-1

jee-1

Tapaswini Nayak
  • Published: Tuesday, 29 September 2020
  • Updated: 29 September 2020, 02:13 PM IST

Sports

Latest News

ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର):   ଝାରସୁଗୁଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ନାଏକ ନିଖୋଜ ହୋଇଯାଇଛନ୍ତି। ଏନେଇ ଭସ୍ମା ଥାନାରେ ଲିଖିତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଏବଂ କୁଣ୍ଡୁକେଲା ମଧ୍ୟରେ ସଫେଇ ନଦୀ ପୋଲ ପରେ ସୁଧୀରଙ୍କ ବାଇକ୍‌ ରହିଛି। ଯେଉଁଥିରେ ଚାବି ଲାଗିଛି ତା ସହ ତାଙ୍କର ଜୋତା, ହେଲମେଟ ଏବଂ ମୋବାଇଲ ମଧ୍ୟ ପଡି ରହିଛି।

ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ତାଙ୍କ ଘରଲୋକଙ୍କୁ ଖବର ଦେଲା ପରେ ଘରଲୋକ ସାଙ୍ଗସାଥି ସମସ୍ତେ ସବୁ ଅଞ୍ଚଳ ଖୋଜାଖୋଜି କରିଥିଲେ। ତାଙ୍କୁ ନ ପାଇବାରୁ ଅଗ୍ନିଶମ ବିଭାଗର ସହାୟତାରେ ସଫେଇ ନଦୀରେ ମଧ୍ୟ ଖୋଜାଖୋଜି କରାଗଲା। କିନ୍ତୁ ତାଙ୍କର ପତ୍ତା ମିଲିନଥିଲା।  ଘରଲୋକ ଏନେଇ ଭଷ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ସେ ନଦୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି, ନା ତାଙ୍କୁ କେହି ଅପହରଣ କରିନେଇଛି କିଛି ବି ସୁରାକ ବର୍ତ୍ତମାନ ଯାଏ ପୁଲିସ୍‌କୁ ମିଳିନାହିଁ।  ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତାଙ୍କୁ ଖୋଜାଖୋଜି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story