ଜିନ୍ସ ଓ ଚଷମା ପିନ୍ଧା ଫଟୋ ସାରଥୀ ବାବାଙ୍କର ନୁହେଁ: ସାରଥୀ ଭକ୍ତ ମଣ୍ଡଳୀ

ଭୁବନେଶ୍ୱର: ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଜଣେ ବାବାଙ୍କ ଜିନ୍ସ ଓ ଚଷମା ପିନ୍ଧା ଫଟୋକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋ ଆଧ୍ୟାତ୍ମିକ ଗୁରୁ ସାରଥୀ ବାବାଙ୍କର ବୋଲି ଅଭିଯୋଗ ହେଇଛି । ତେବେ ଜିନ୍ସ ଓ ଚଷମା ପିନ୍ଧା ଫଟୋ ସାରଥୀ ବାବାଙ୍କର ନୁହେଁ ବୋଲି ସାରଥୀ ଭକ୍ତ ମଣ୍ଡଳୀ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଆଜି ସାରଥୀ ଭକ୍ତ ମଣ୍ଡଳୀ ପକ୍ଷରୁ ଏକ ପ୍ରେସମିଟରେ କୁହାଯାଇଛି […]

sarathi

sarathi

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 07:44 AM IST

Sports

Latest News

ଭୁବନେଶ୍ୱର: ଗତକାଲିଠାରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଜଣେ ବାବାଙ୍କ ଜିନ୍ସ ଓ ଚଷମା ପିନ୍ଧା ଫଟୋକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋ ଆଧ୍ୟାତ୍ମିକ ଗୁରୁ ସାରଥୀ ବାବାଙ୍କର ବୋଲି ଅଭିଯୋଗ ହେଇଛି । ତେବେ ଜିନ୍ସ ଓ ଚଷମା ପିନ୍ଧା ଫଟୋ ସାରଥୀ ବାବାଙ୍କର ନୁହେଁ ବୋଲି ସାରଥୀ ଭକ୍ତ ମଣ୍ଡଳୀ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଆଜି ସାରଥୀ ଭକ୍ତ ମଣ୍ଡଳୀ ପକ୍ଷରୁ ଏକ ପ୍ରେସମିଟରେ କୁହାଯାଇଛି ଯେ, ଏହି ଫଟୋ ବାବାଙ୍କର ନୁହେଁ । ବାବା କୌଣସି ହୋଟେଲରେ ରହିନାହାନ୍ତି । ପ୍ରସାରଣ ହେଉଥିବା ଖବର ଭିତ୍ତିହୀନ ଓ ଏଥିରେ କୌଣସି ସତ୍ୟତା ନାହିଁ । ଏ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାରଥୀ ଭକ୍ତ ମଣ୍ଡଳୀ ପକ୍ଷରୁ କୁହାଯାଇଛି । ସେପଟେ ଏପରି ଫଟୋ ଗଣମାଧ୍ୟମରେ ଆସିବା ପରେ ବିଭିନ୍ନ ସ୍ଥାନରେ ବାବାଙ୍କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କଟକ, ନୟାଗଡ ସହ ବିଭିନ୍ନ ସ୍ଥାନରେ ସାରଥୀ ବାବାଙ୍କୁ ବିରୋଧ କରି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story