ଗୋଲାପ ନେଲୁନି ଗୁଳି ଖା: ମାମୁ ଝିଅ ଭଉଣୀକୁ ମାରି ଦେଲା ଭାଇ

ଜୟପୁର: ଏକତରଫା ପ୍ରେମର କରୁଣ ପରିଣତି। ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ। ଏପରି ଘଟଣା ଘଟିଛି ଜୟପୁର ସଦର ଥାନା ବାରେଣୀପୁଟ ଗାଁରେ। ପ୍ରେମରେ ବିଫଳ ହୋଇ ନିଜ ମାମୁଁ ଝିଅକୁ ଗୁଳି କରି ହତ୍ୟା କରିଛି ସେହି ଗାଁର ଅଜିତ ଖରା। ଗତ କିଛି ଦିନ ହେଲା ଅଜିତ ନିଜ ମାମୁ ଝିଅ ପିଙ୍କିକୁ ଏକତରଫା ପ୍ରେମ କରୁଥିଲା। ମାତ୍ର ଏହାକୁ ପିଙ୍କି ବିରୋଧ କରୁଥିଲେ। ତେବେ ପିଙ୍କି ଆଜି ନିଜ ଘରେ […]

123

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 10:17 PM IST

ଜୟପୁର: ଏକତରଫା ପ୍ରେମର କରୁଣ ପରିଣତି। ଯୁବତୀଙ୍କୁ ଗୁଳି କରି ହତ୍ୟା କଲା ଯୁବକ। ଏପରି ଘଟଣା ଘଟିଛି ଜୟପୁର ସଦର ଥାନା ବାରେଣୀପୁଟ ଗାଁରେ। ପ୍ରେମରେ ବିଫଳ ହୋଇ ନିଜ ମାମୁଁ ଝିଅକୁ ଗୁଳି କରି ହତ୍ୟା କରିଛି ସେହି ଗାଁର ଅଜିତ ଖରା।

[vc_video link="https://www.youtube.com/watch?v=6XSOjApqbBo" align="center"]

ଗତ କିଛି ଦିନ ହେଲା ଅଜିତ ନିଜ ମାମୁ ଝିଅ ପିଙ୍କିକୁ ଏକତରଫା ପ୍ରେମ କରୁଥିଲା। ମାତ୍ର ଏହାକୁ ପିଙ୍କି ବିରୋଧ କରୁଥିଲେ। ତେବେ ପିଙ୍କି ଆଜି ନିଜ ଘରେ ଥିଲେ। ଏହି ସମୟରେ ତାଙ୍କ ଘରେ ପ୍ରବେଶ କରି ଗୁଳି କରି ହତ୍ୟା କରିଥିଲେ। ଗୁଳି ଶବ୍ଦ ଶୁଣି ପରିବାର ଓ ଗାଁ ଲୋକେ ଅଭିଯୁକ୍ତ ଅଜିତକୁ କାବୁ କରି  ମାଡ଼ ମାରିଥିଲେ। ପୋଲିସ ଖବର ପାଇ ଅଭିଯୁକ୍ତ ଅଜିତକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। କୋରାପୁଟରୁ ଏକ ସାଇଣ୍ଟିଫିକ୍ ଟିମ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story