ବ୍ରହ୍ମପୁର ପରେ ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ; ୫ ଗିରଫ

ଝାରସୁଗୁଡ଼ା: ବ୍ରହ୍ମପୁର ପରେ ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଚୌକିପଡା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ଏପରିକି ସେମାନଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କ।, ୯ଟି ମୋବାଇଲ ଫେ।ନ ଓ ଆଇପିଏଲରେ ଜୁଆରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି। ମୁମ୍ୱାଇ ଇଣ୍ଡିନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲୁଥିବା ମ୍ୟାଚ ସମୟରେ ବେଟିଂ ଲଗାଯାଇଥିବା ଜାଣିପାରି ପୋଲିସ ଚଢାଉ କରିଥିଲା। ଏହି […]

C_2NRGZVwAA_n7c

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 10:22 PM IST

[vc_video link="https://www.youtube.com/watch?v=d5kDyPCmEes" align="center"]

ଝାରସୁଗୁଡ଼ା: ବ୍ରହ୍ମପୁର ପରେ ଝାରସୁଗୁଡ଼ାରେ ଆଇପିଏଲ୍‌ ବେଟିଂ। ଏନେଇ ଅଭିଯୋଗ ହେବା ପରେ ପୋଲିସ ଚୌକିପଡା ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ଏପରିକି ସେମାନଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କ।, ୯ଟି ମୋବାଇଲ ଫେ।ନ ଓ ଆଇପିଏଲରେ ଜୁଆରେ ବ୍ୟବହୃତ ସାମଗ୍ରୀ ପୋଲିସ ଜବତ କରିଛି।

ମୁମ୍ୱାଇ ଇଣ୍ଡିନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚାଲୁଥିବା ମ୍ୟାଚ ସମୟରେ ବେଟିଂ ଲଗାଯାଇଥିବା ଜାଣିପାରି ପୋଲିସ ଚଢାଉ କରିଥିଲା। ଏହି ଘଟଣାରେ ପୋଲିସ ପ୍ରତିକ ଯାଦବଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏହାର ଚେର ରାଜ୍ୟ ବାହାରକୁ ଲମ୍ୱିଥିବା ପୋଲିସ ସନ୍ଦେହ କରୁଛି।

 

Related story