ଚତୁର ମିଲ୍ ମାଲିକ: ମାରିନେଇ ଖସିଗଲେ, ବାବୁ ଫସିଗଲେ

ଝାରସୁଗୁଡ଼ା: ଝାରସୁଗୁଡ଼ା ପଣ୍ଡରିପଥର ଠାରେ ଥିବା ବଜରଙ୍ଗବାଲି ରାଇସ୍ ମିଲ୍ ନାଁରେ ୮ କୋଟି ଠକେଇ ମାମଲାରେ ୨ ଯୋଗାଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।  ଜିଲ୍ଲା ଯୋଗାଣ ଅଧିକାରୀ ପିଡିଏମ୍ ଖୋସ୍ଲା ଏବଂ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଏସ୍.କେ. ଗୁରୁଙ୍କୁ ନିଲମ୍ବିତ କରାଯାଇଛି।  ଉଭୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ କମିଶନର। ଏହି ରାଇସ୍ ମିଲ୍ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଚାଉଳ ଦେଇ ନଥିବାରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା।  ରାଇସ ମିଲ୍‌ର […]

ricemill

ricemill

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 04:02 PM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ପଣ୍ଡରିପଥର ଠାରେ ଥିବା ବଜରଙ୍ଗବାଲି ରାଇସ୍ ମିଲ୍ ନାଁରେ ୮ କୋଟି ଠକେଇ ମାମଲାରେ ୨ ଯୋଗାଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।  ଜିଲ୍ଲା ଯୋଗାଣ ଅଧିକାରୀ ପିଡିଏମ୍ ଖୋସ୍ଲା ଏବଂ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଏସ୍.କେ. ଗୁରୁଙ୍କୁ ନିଲମ୍ବିତ କରାଯାଇଛି।  ଉଭୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ କମିଶନର।

ଏହି ରାଇସ୍ ମିଲ୍ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଚାଉଳ ଦେଇ ନଥିବାରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା।  ରାଇସ ମିଲ୍‌ର ମାଲିକ ଦିଲୀପ ଅଗ୍ରଓ୍ୱାଲ କଷ୍ଟମ୍‌ ମିଲିଂ ଲାଗି ୨୦୧୬-୧୭ ବର୍ଷରେ ଯୋଗାଣ ନିଗମଠାରୁ ୭୯ ହଜାର ୩୮୮ କୁଇଣ୍ଟାଲ ଧାନ ଉଠାଇ ୫୩ ହଜାର ୯୮୪ କୁଇଣ୍ଟାଲ ଚାଉଳ ଯୋଗାଇବାକୁ ଚୁକ୍ତି କରିଥିଲେ। ତେବେ ୧୯ ହଜାର ୪୦୯ କୁଇଣ୍ଟାଲ ଚାଉଳ ଯୋଗାଇବା ପରେ ସେ ମିଲ୍ ବନ୍ଦ କରି ଫେରାର ହୋଇ ଯାଇଥିଲେ।  ମିଲ୍‌ ମାଲିକ ଆଉ ୩୪ ହଜାର ୫୭୪ କୁଇଣ୍ଟାଲ ଚାଉଳ ଯୋଗାଣ ନିଗମକୁ ଫେରାଇ ନଥିବା ଅଭିଯୋଗ ରହିଥିଲା। ଏହି ଚାଉଳର ଦାମ ୮ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story