ଜୋର୍ଡାନ ରାଜାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ; ଦୁଇ ଦେଶର ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଜୋର୍ଡାନ୍ ରାଜା ଅବଦ୍ଦୁଲା। ତିନି ଦିନିଆ ଭାରତ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ହାଇଦ୍ରାବାଦ୍ ହାଉସରେ ଦୁଇ ଦେଶର ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ମୁଖ୍ୟତଃ ସେନା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରେ ଇସଲାମିକ୍ ହେରିଟେଜ୍ କାର୍ଯ୍ୟକ୍ରରେ ଯୋଗଦେଇଥିଲେ ମୋଦି ଏବଂ ଅବଦ୍ଦୁଲା। ଦେଶର ସମସ୍ତ ବର୍ଗର […]

nnn

nnn

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 01:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଜୋର୍ଡାନ୍ ରାଜା ଅବଦ୍ଦୁଲା। ତିନି ଦିନିଆ ଭାରତ ଗସ୍ତର ତୃତୀୟ ତଥା ଅନ୍ତିମ ଦିନରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ହାଇଦ୍ରାବାଦ୍ ହାଉସରେ ଦୁଇ ଦେଶର ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ମୁଖ୍ୟତଃ ସେନା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କାରବାରକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ପରେ ଇସଲାମିକ୍ ହେରିଟେଜ୍ କାର୍ଯ୍ୟକ୍ରରେ ଯୋଗଦେଇଥିଲେ ମୋଦି ଏବଂ ଅବଦ୍ଦୁଲା। ଦେଶର ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ପ୍ରଦାନ ଏବଂ ସମସ୍ତଙ୍କୁ ନେଇ ସରକାର ଚଲାଇବା ହେଉଛି କେନ୍ଦ୍ର ସରକାରଙ୍କ ଧର୍ମ।  ସମସ୍ତ ଜାତି, ଧର୍ମ ଏବଂ ଭଗବାନ ଉପରେ ଭରସା ରଖୁଥିବା ଲୋକଙ୍କୁ ଏକଜୁଟ କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଯୁବ ସମାଜକୁ ଏନେଇ ସଜାଗ ହେବା ଆବଶ୍ୟକ ବୋଲି ମୋଦି ଏହି ଅବସରରେ ଉଦବୋଧନ ଦେଇଛନ୍ତି। ସେହିପରି ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜୋର୍ଡାନ୍ ସରକାର ଚେଷ୍ଟା କରୁଛନ୍ତି। ଧର୍ମ ନାଁରେ ଯେପରି ଲୋକଙ୍କ ମଧ୍ୟରେ ଲଢ଼େଇ ହେବ ନାହିଁ ସେ ନେଇ ଚେଷ୍ଟା କରାଯାଉଥିବା କହିଛନ୍ତି ଜୋର୍ଡାନ୍ ରାଜା ଅବଦ୍ଦୁଲା।

ଏହାପୂର୍ବରୁ ଜୋର୍ଡାନ୍ ରାଜା ଅବଦ୍ଦୁଲା ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ସଂଧ୍ୟାରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିବେ ଜୋର୍ଡାନ୍ ରାଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story