ସାମ୍ୱାଦିକ ଓ ସ୍କୁଲ ବିବାଦକୁ ନେଇ ଏମିତି କହିଲେ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ପାଦେ ଆଗକୁ ଗଲେ ଢେଙ୍କାନାଳ ଜିଲ୍ଲାପାଳ। କଙ୍କଡ଼ାହାଡ ବିଇଓଙ୍କ ପରେ ଜିଲ୍ଲାପାଳ ସରୋଜ ସେଠୀ ଆଜି ସ୍କୁଲ ଭିତରକୁ ସାମ୍ୱାଦିକଙ୍କ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ସ୍କୁଲ ଯାଇପାରିବେ। କିନ୍ତୁ କ୍ଲାସ୍‌ ଟାଇମ୍‌ରେ ଯାଇପାରିବେ ନାହିଁ। କ୍ଲାସ ସରିବା ପରେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ। କ୍ଲାସ୍‌ ପରେ ସାମ୍ୱାଦିକମାନେ ଯାଆନ୍ତୁ ପରିଚାଳନା କମିଟି, ଅଭିଭାବକ, ପୂରାତନ ଛାତ୍ର ସଂଘ ସହ ଆଲୋଚନା କରନ୍ତୁ। […]

DKL

DKL

Manoranjan Sial
  • Published: Monday, 11 July 2022
  • Updated: 11 July 2022, 08:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ପାଦେ ଆଗକୁ ଗଲେ ଢେଙ୍କାନାଳ ଜିଲ୍ଲାପାଳ। କଙ୍କଡ଼ାହାଡ ବିଇଓଙ୍କ ପରେ ଜିଲ୍ଲାପାଳ ସରୋଜ ସେଠୀ ଆଜି ସ୍କୁଲ ଭିତରକୁ ସାମ୍ୱାଦିକଙ୍କ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ସ୍କୁଲ ଯାଇପାରିବେ। କିନ୍ତୁ କ୍ଲାସ୍‌ ଟାଇମ୍‌ରେ ଯାଇପାରିବେ ନାହିଁ। କ୍ଲାସ ସରିବା ପରେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ। କ୍ଲାସ୍‌ ପରେ ସାମ୍ୱାଦିକମାନେ ଯାଆନ୍ତୁ ପରିଚାଳନା କମିଟି, ଅଭିଭାବକ, ପୂରାତନ ଛାତ୍ର ସଂଘ ସହ ଆଲୋଚନା କରନ୍ତୁ। କାହାକୁ ମନା ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି।

ଶନିବାର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି। ସେ ଚିଠିରେ ଲେଖିଥିଲେ, ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ ଯଦି ପ୍ରଧାନଶିକ୍ଷକ ବା ଶିକ୍ଷକ ଅବହେଳା କରନ୍ତି, ତେବେ ସେମାନଙ୍କ ନାଁରେ ଏତଲା ଦିଆଯିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ବିଇଓ।

ବିଇଓଙ୍କ ଚିଠିକୁ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମର୍ଥନ ଦେଇଥିଲେ। ଏହା ପରେ ସାରା ରାଜ୍ୟରେ ତୁମ୍ୱିତୋଫାନ୍‌ ହୋଇଥିଲା। ରାଜନୈତିକ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିଥିଲେ।

ତେବେ ଦେଖିବାକୁ ଗଲେ ସାମ୍ୱାଦିକ ଓ ସ୍କୁଲ ବିବାଦ ଢେଙ୍କାନାଳ ଜିଲ୍ଲାରୁ ଆରମ୍ଭ ହୋଇଥିଲା। ଜିଲ୍ଲାର ପରଜଙ୍ଗ ବ୍ଲକ୍‌ ଜୟପୁରାକାଟେଣୀ ଗାଁରେ ଥିବା ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସପ୍ତମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ଓଡ଼ିଆ ଭାଷାରେ କେତୋଟି ଅକ୍ଷର ଅଛି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇପାରିନଥିଲେ। ଏପରିକି ପିଲାମାନେ ନିଜ ନାଁ ଇଂରାଜିରେ ଲେଖିପାରୁନଥିଲେ। କେବଳ ପିଲା ନୁହେଁ, ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶିକ୍ଷକ ମଧ୍ୟ ଭୁଲ୍‌ଭାଲ ଉତ୍ତର ଦେଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମାଲୋଚନାରେ ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story