ମଲା ମୂଷା ଦୁର୍ଗନ୍ଧରେ ଅତିଷ୍ଠ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ବିଚାରପତି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମଲା ମୂଷା ଦୁର୍ଗନ୍ଧରେ ଅତିଷ୍ଠ ହୋଇ କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ। ଏପରିକି ଏନେଇ ରେଲେୱେ କର୍ତ୍ତୃପକ୍ଷଙ୍କ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଇଷ୍ଟକୋଷ୍ଟ ରେଲେୱେ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିଛି। କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ଆଜି କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ […]

vlcsnap-2017-11-03-20h17m56s709-720x430

vlcsnap-2017-11-03-20h17m56s709-720x430

Rakesh Mallick
  • Published: Friday, 03 November 2017
  • Updated: 03 November 2017, 08:54 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମଲା ମୂଷା ଦୁର୍ଗନ୍ଧରେ ଅତିଷ୍ଠ ହୋଇ କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ। ଏପରିକି ଏନେଇ ରେଲେୱେ କର୍ତ୍ତୃପକ୍ଷଙ୍କ ପାଖରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଇଷ୍ଟକୋଷ୍ଟ ରେଲେୱେ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିଛି। କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳ କର୍ତ୍ତୃପକ୍ଷ କହିଛନ୍ତି।

ଓଡ଼ିଶା ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ଆଜି କୋରାପୁଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌ରେ ଭୁବନେଶ୍ୱରରୁ ବିଶାଖାପାଟଣା ଯାଉଥିଲେ। ତେବେ ସେ ବସିଥିବା ଏସି ବଗିରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଏପରିକି ମୂଷାଙ୍କ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଥିଲା। ଏଥିରେ ଅତିଷ୍ଠ ହୋଇ ଜଷ୍ଟିସ୍‌ ରଥ ବ୍ରହ୍ମପୁର ଷ୍ଟେସନରୁ ଓହ୍ଲାଇ ପଡ଼ିଥିଲେ।

କୋଣାର୍କ ଏକ୍ସପ୍ରେସ ଟ୍ରେନ୍‌ରେ ମୂଷା ମରିବା ଘଟଣାକୁ ରେଳ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ବ୍ରହ୍ମପୁର ଷ୍ଟେସନ୍‌ରେ କେମିକାଲ ବା ତରଳ ରାସାୟନିକ ପଦାର୍ଥରେ ମୂଷା ମରି ପଡ଼ିଥିବା ସ୍ଥାନକୁ ସଫା କରାଯାଇଛି। ପୁଣି ଥରେ ପଲାସା ଓ ବିଶାଖାପାଟଣାରେ ମଧ୍ୟ ସଫା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story