ଯୁକ୍ତଦୁଇ ପ୍ରଥମ କଟଅଫ ମାର୍କ: ବିଜେବି, ରେଭେନସା ବିଜ୍ଞାନରେ ସର୍ବାଧିକ

ଭୁବନେଶ୍ୱର: ଯୁକ୍ତଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟ ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ୱେବସାଇଟରେ ଏହି କଟ୍ଅଫ୍ ମାର୍କ ପ୍ରକାଶ ପାଇଛି । ଚଳିତବର୍ଷ ବିଜେବି ଓ ରେଭେନସା ଜୁନିୟର୍ କଲେଜରେ କଟ୍ଅଫ୍ ମାର୍କ ସର୍ବାଧିକ ରହିଛି । ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ […]

student-result

student-result

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 07:06 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟ ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ୱେବସାଇଟରେ ଏହି କଟ୍ଅଫ୍ ମାର୍କ ପ୍ରକାଶ ପାଇଛି । ଚଳିତବର୍ଷ ବିଜେବି ଓ ରେଭେନସା ଜୁନିୟର୍ କଲେଜରେ କଟ୍ଅଫ୍ ମାର୍କ ସର୍ବାଧିକ ରହିଛି । ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ । ଛାତ୍ରଛାତ୍ରୀମାନେ ଯେଉଁ କଲେଜ୍ ପାଇଁ ମନୋନୀତ ହୋଇଥିବେ ତାହାର ଇଣ୍ଟିମେସନ୍ ଲେଟର ଅନଲାଇନରେ ପାଇବେ ।

ବିଜେବି ଜୁନିୟର କଲେଜରେ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ପାଇଁ ୯୦.୮୩, କଳା ପାଇଁ ୭୬.୫୦ ଓ ବାଣିଜ୍ୟ ପାଇଁ ୭୯.୮୩ ପ୍ରତିଶତ କଟଅଫ ମାର୍କ ରଖାଯାଇଛି । ରେଭେନସା ଜୁନିୟର କଲେଜରେ ବିଜ୍ଞାନ ପାଇଁ ୯୦.୮୩, କଳା ପାଇଁ ୬୯.୫୦ ଓ ବାଣିଜ୍ୟ ପାଇଁ ୭୬.୩୩ ପ୍ରତିଶତ କଟଅଫ ମାର୍କ ରଖାଯାଇଛି । ସେହିପରି ରମାଦେବୀ ଜୁନିୟର କଲେଜରେ ବିଜ୍ଞାନ ପାଇଁ ୮୪.୬୭, କଳା ପାଇଁ ୬୯.୫୦, ବାଣିଜ୍ୟ ପାଇଁ ୬୭.୬୭ ପ୍ରତିଶତ ଓ ବେସିକ ସାଇନ୍ସ କଲେଜରେ ବିଜ୍ଞାନ  କଟଅଫ ମାର୍କ ୮୭.୬୭ ପ୍ରତିଶତ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story