ଯୁକ୍ତ ତିନି ନାମ ଲେଖା ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବାର ସୁବିଧା ରହିଛି। ଅନଲାଇନ ପାଇଁ ଆବେଦନର ଶେଷ ତାରିଖ ୬ ଜୁଲାଇ ଓ ଅଫଲାଇନ ପାଇଁ ଶେଷ ତାରିଖ ଜୁଲାଇ ୭ ତାରିଖ ରହିଛି। ଜୁଲାଇ ୧୫ରେ ପ୍ରଥମ କଟ ଅଫ ତାଲିକା ପ୍ରକାଶ ପାଇବ। ୧୬ ରୁ ୨୦ ମଧ୍ୟରେ […]

Bhubaneswar

Bhubaneswar

Rakesh Mallick
  • Published: Monday, 22 June 2015
  • Updated: 22 June 2015, 05:55 AM IST

Sports

Latest News

ଭୁବନେଶ୍ୱର: ଯୁକ୍ତ ତିନି ନାମ ଲେଖା ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚଶିକ୍ଷା ବିଭାଗର ନିଜସ୍ୱ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଉଭୟ ଅନଲାଇନ ଓ ଅଫଲାଇନରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବାର ସୁବିଧା ରହିଛି। ଅନଲାଇନ ପାଇଁ ଆବେଦନର ଶେଷ ତାରିଖ ୬ ଜୁଲାଇ ଓ ଅଫଲାଇନ ପାଇଁ ଶେଷ ତାରିଖ ଜୁଲାଇ ୭ ତାରିଖ ରହିଛି। ଜୁଲାଇ ୧୫ରେ ପ୍ରଥମ କଟ ଅଫ ତାଲିକା ପ୍ରକାଶ ପାଇବ। ୧୬ ରୁ ୨୦ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଆଡମିଶନ। ଗୋଟିଏ ଫର୍ମରେ ଛାତ୍ରଛାତ୍ରୀ ୧୦ ଟି କଲେଜ ପାଇଁ ଆବେଦନ କରିପାରିବେ । ଆଡମିଶନ ସଂପର୍କିତ ସୂଚନା ଓ ସହାୟତା ପାଇଁ ରାଜ୍ୟର ପ୍ରମୁଖ କଲେଜ ଗୁଡିକରେ ସାମସ୍ ସେଣ୍ଟର ଖୋଲାଯାଇଥିବା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos