ଜୁଲାଇ ୩୦ରୁ ଗଡିବ ବିଜେପିର ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ରୋକିବାରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ପ୍ରତିବାଦରେ ରାଜ୍ୟ ବ୍ୟାପୀ ଜନମତ ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ପୂର୍ବରୁ ଘୋଷିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆସନ୍ତା ୩୦ ତାରିଖରୁ ପୁରୀ ବଡଦାଣ୍ଡରୁ ଆରମ୍ଭ ହେବ । ସୋମବାର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରାଯାଇଛି । ଏଥିପାଇଁ ପୂର୍ବତନ ମନ୍ତ୍ରୀ ମନମୋହନ […]

bjp

bjp

Rakesh Mallick
  • Published: Monday, 29 June 2015
  • Updated: 29 June 2015, 12:54 PM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ରୋକିବାରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ପ୍ରତିବାଦରେ ରାଜ୍ୟ ବ୍ୟାପୀ ଜନମତ ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ପୂର୍ବରୁ ଘୋଷିତ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆସନ୍ତା ୩୦ ତାରିଖରୁ ପୁରୀ ବଡଦାଣ୍ଡରୁ ଆରମ୍ଭ ହେବ । ସୋମବାର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା କରାଯାଇଛି । ଏଥିପାଇଁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ଯାତ୍ରା ପ୍ରମୁଖ ଭାବରେ ଦାୟିତ୍ୱ ଦିଆଯାଇଛି । ପ୍ରଥମଦିନ ପୁରୀ ବଡଦାଣ୍ଡରୁ ଯାତ୍ରା ଆରମ୍ଭ ହୋଇ ଉକ୍ତଦିନ ୫ ନମ୍ୱର ଜାତୀୟ ରାଜପଥ ଦେଇ ଯାଜପୁର ଜିଲ୍ଲାର ପାଣିକୋଇଲିଠାରେ ସମାପ୍ତ ହେବ । ପରବର୍ତ୍ତୀ ୩ଦିନରେ ଏହି ଯାତ୍ରା ଭଦ୍ରକରୁ ଆରମ୍ଭ ହୋଇ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବା ପାଇଁ ସ୍ଥିର ହୋଇଛି । ୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରା ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାରେ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ରାଜ୍ୟ ବିଜେପିର ସମସ୍ତ ପଦାଧିକାରୀ, ନେତୃବୃନ୍ଦ ଓ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ବିଜୟ ମହାପାତ୍ର, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ମନମୋହନ ସାମଲ, ସୁରମା ପାଢ଼ୀ, ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଡଃ. ଯତିନ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story