ରାଜଧାନୀ ଛାତି ଉପରେ ଏମାନେ କାହିଁକି କାନଧରି ଆଣ୍ଠେଇଛନ୍ତି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ଆମେ କାନ ଧରି ଆଣ୍ଠେଇଛୁ। ନିଜକୁ ଦଣ୍ଡ ଦେଉଛୁ। ସିଟି ବିଇଡି କରି ଟ୍ରେନିଂ ନେଇଛୁ। ୨୦୧୬ରୁ ଆଉ ଶିକ୍ଷକ ନିଯୁକ୍ତି ପୋଷ୍ଟ ବାହାରି ନାହିଁ। କ୍ଷୋଭର ସହ କହିଛନ୍ତି ଆମେ ଓଡ଼ିଶାରେ ଜନ୍ମ ହେବା ଭୁଲ ହୋଇଛି। କିଛି ଦିନ ହେଲା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଓଡ଼ିଶା କନିଷ୍ଟ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଏମିତି ଅଭିନବ ଢଙ୍ଗରେ ଆନ୍ଦୋଳନ ଜାରି ରହିଛି। ଅଭିଯୋଗ ଅନୁଯାୟୀ, ୨୦୧୬ରୁ ଆଉ ନିଯୁକ୍ତି ବାହାରିନି। ଆମେ […]

90876-

90876-

Tapas Behera
  • Published: Tuesday, 18 February 2020
  • Updated: 18 February 2020, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ଆମେ କାନ ଧରି ଆଣ୍ଠେଇଛୁ। ନିଜକୁ ଦଣ୍ଡ ଦେଉଛୁ। ସିଟି ବିଇଡି କରି ଟ୍ରେନିଂ ନେଇଛୁ। ୨୦୧୬ରୁ ଆଉ ଶିକ୍ଷକ ନିଯୁକ୍ତି ପୋଷ୍ଟ ବାହାରି ନାହିଁ। କ୍ଷୋଭର ସହ କହିଛନ୍ତି ଆମେ ଓଡ଼ିଶାରେ ଜନ୍ମ ହେବା ଭୁଲ ହୋଇଛି। କିଛି ଦିନ ହେଲା ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ରେ ଓଡ଼ିଶା କନିଷ୍ଟ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଏମିତି ଅଭିନବ ଢଙ୍ଗରେ ଆନ୍ଦୋଳନ ଜାରି ରହିଛି।

ଅଭିଯୋଗ ଅନୁଯାୟୀ, ୨୦୧୬ରୁ ଆଉ ନିଯୁକ୍ତି ବାହାରିନି। ଆମେ ସିଟି ବିଇଡି କରି ବେକାର ରହୁଛୁ। ପ୍ରାୟ ୧୬,୦୦୦ ପିଲା ସିଟି ବିଇଡି ପାସ୍‌ କରି ବେକାର ରହିଛନ୍ତି। ସରକାର ଗେମ୍‌ ପ୍ଲାନ କରି ଅନେକ ସ୍କୁଲ ବନ୍ଦ କରିଦେଲେଣି। ସରକାର କଳାକାର ମାନଙ୍କୁ ଭତ୍ତା, ଚାଷୀ ମାନଙ୍କୁ କାଳିଆ ଯୋଜନା ସହାୟତା, ଅଙ୍ଗନୱାଡି କର୍ମୀ ମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ଭଳି ପଦକ୍ଷେପ ନେଉଛନ୍ତି।

ହେଲେ ବେକାର ସିଟି ବିଇଡି ତାଲିମପ୍ରାପ୍ତ ପିଲାଙ୍କ ପ୍ରତି ଅଣଦେଖା କରୁଥିବା ଜୁନିଅର ଶିକ୍ଷକମାନେ ଅଭିଯୋଗ ଆଣିଛନ୍ତି। ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେଣୁ ସରକାର ତୁରନ୍ତ କନିଷ୍ଟ ଶିକ୍ଷକ ନିଯୁକ୍ତି ବାହାର କରନ୍ତୁ।  ଏଥିରେ ବୟସ ସୀମା ୩୨ ବର୍ଷ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୪୨ କରାଯାଉ। ତୃତୀୟରେ ବିନା ଏନଓସିରେ ଚାଲୁଥିବା ପ୍ରାଇଭେଟ୍ ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଉ ବୋଲି ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story