ଜଷ୍ଟିସ୍ ଭବାନୀ ପ୍ରସାଦ ରାୟଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ସିଟିଂ ଜଜ୍‌ ଜଷ୍ଟିସ ଭବାନୀ ପ୍ରସାଦ ରାୟଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ୧୯୫୫ ମସିହା ଜଗତସିଂହପୁର ବିରିଡିରେ ସେ ଜନ୍ମ ଗ୍ରହଣ କରିଥିଲେ। ୨୦୦୭ରେ ସେ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୦ରେ ସେ କେରଳ ହାଇକୋର୍ଟକୁ ବଦଳି ହୋଇଥିଲେ। ସେଠାରେ ୪ ବର୍ଷ ରହିବା ପରେ ୨୦୧୪ରେ ସେ ପୁଣି ବଦଳି ହୋଇ ଓଡ଼ିଶା ହାଇକୋର୍ଟକୁ ଆସିଥିଲେ। ଜଷ୍ଟିସ୍‌ […]

bp-roy-no-more

bp-roy-no-more

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 04:44 PM IST

Sports

Latest News

କଟକ: ଓଡ଼ିଶା ହାଇକୋର୍ଟର ସିଟିଂ ଜଜ୍‌ ଜଷ୍ଟିସ ଭବାନୀ ପ୍ରସାଦ ରାୟଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ୧୯୫୫ ମସିହା ଜଗତସିଂହପୁର ବିରିଡିରେ ସେ ଜନ୍ମ ଗ୍ରହଣ କରିଥିଲେ।

୨୦୦୭ରେ ସେ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୦ରେ ସେ କେରଳ ହାଇକୋର୍ଟକୁ ବଦଳି ହୋଇଥିଲେ। ସେଠାରେ ୪ ବର୍ଷ ରହିବା ପରେ ୨୦୧୪ରେ ସେ ପୁଣି ବଦଳି ହୋଇ ଓଡ଼ିଶା ହାଇକୋର୍ଟକୁ ଆସିଥିଲେ।

ଜଷ୍ଟିସ୍‌ ରାୟଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ହାଇକୋର୍ଟ ବିଚାରପତି ଭବାନୀ ପ୍ରସାଦ ରାୟଙ୍କ ପରଲୋକ, ତାଙ୍କ ସମ୍ନାନାର୍ଥେ ଆସନ୍ତାକାଲି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତ ବନ୍ଦ ରହିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story