କ୍ୟାବିନେଟ୍ କମିଟି ପ୍ରୋଜେକ୍ଟ ମନିଟରିଂ ଗ୍ରୁପର ସମୀକ୍ଷା ବୈଠକ

ଭୁବନେଶ୍ୱର : କ୍ୟାବିନେଟ୍ କମିଟି ପ୍ରୋଜେକ୍ଟ ମନିଟରିଂ ଗ୍ରୁପର ସମୀକ୍ଷା ବୈଠକ ହୋଇଯାଇଛି। ଗତକାଲି ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ୩୨ଟି ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ରେଳବାଇ, ଜାତୀୟ ରାଜପଥ, ଷ୍ଟିଲ୍ ଓ ମାଇନ୍ସ ଏବଂ ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯିବା ସହ କେତେକ ପ୍ରକଳ୍ପରେ ଜମି ଅଧିଗ୍ରହଣ ଓ ଜଙ୍ଗଲ କିସମ ପରିବର୍ତ୍ତନ କାମ କେତେଦୂର ଆଗେଇଛି ସେ ନେଇ […]

vlcsnap-2015-07-01-08h57m03s201

vlcsnap-2015-07-01-08h57m03s201

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 02:43 AM IST

Sports

Latest News

ଭୁବନେଶ୍ୱର : କ୍ୟାବିନେଟ୍ କମିଟି ପ୍ରୋଜେକ୍ଟ ମନିଟରିଂ ଗ୍ରୁପର ସମୀକ୍ଷା ବୈଠକ ହୋଇଯାଇଛି। ଗତକାଲି ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେରାଜ୍ୟରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ୩୨ଟି ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ରେଳବାଇ, ଜାତୀୟ ରାଜପଥ, ଷ୍ଟିଲ୍ ଓ ମାଇନ୍ସ ଏବଂ ଶକ୍ତି ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯିବା ସହ କେତେକ ପ୍ରକଳ୍ପରେ ଜମି ଅଧିଗ୍ରହଣ ଓ ଜଙ୍ଗଲ କିସମ ପରିବର୍ତ୍ତନ କାମ କେତେଦୂର ଆଗେଇଛି ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଜାତୀୟ ରାଜପଥ, ରେଳବାଇ, ଆଇଓସିଏଲ ସହ ପାୱାର ଓ ଷ୍ଟିଲ୍ ପ୍ଲାଣ୍ଟର ପ୍ରତିନିଧିମାନେ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos