କଳାହାଣ୍ଡି: ଜଙ୍ଗଲ ଜମିକୁ ରାଜସ୍ୱ ଜମି ମାନ୍ୟତା ଦାବିରେ ତହସିଲ ଅଫିସ ଘେରାଉ

କଳାହାଣ୍ଡି: କୋକସରା ବ୍ଲକ ଆମପାଣି ପଞ୍ଚାୟତର ୫ଟି ଗ୍ରାମର ଶତାଧିକ ଆଦିବାସୀ ସେମାନଙ୍କ ଜାଗାକୁ ରାଜସ୍ୱ ଜମିର ମାନ୍ୟତା, ପଟ୍ଟା ପାଇ ନ ଥିବା ଆଦିବାସୀଙ୍କୁ ଜମିପଟ୍ଟା ଓ ଅଧିକାର ପ୍ରଦାନ ଦାବିରେ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ୨୬ ନମ୍ବର ଜାତୀୟ ରାଜପଥରେ ଶୋଭାଯାତ୍ରାରେ ଆସି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏକ ଦାବିପତ୍ର […]

kalahandi

kalahandi

Rakesh Mallick
  • Published: Thursday, 24 December 2015
  • Updated: 24 December 2015, 09:33 AM IST

Sports

Latest News

କଳାହାଣ୍ଡି: କୋକସରା ବ୍ଲକ ଆମପାଣି ପଞ୍ଚାୟତର ୫ଟି ଗ୍ରାମର ଶତାଧିକ ଆଦିବାସୀ ସେମାନଙ୍କ ଜାଗାକୁ ରାଜସ୍ୱ ଜମିର ମାନ୍ୟତା, ପଟ୍ଟା ପାଇ ନ ଥିବା ଆଦିବାସୀଙ୍କୁ ଜମିପଟ୍ଟା ଓ ଅଧିକାର ପ୍ରଦାନ ଦାବିରେ ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ୨୬ ନମ୍ବର ଜାତୀୟ ରାଜପଥରେ ଶୋଭାଯାତ୍ରାରେ ଆସି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସେମାନେ ଅଭିଯୋଗ କରିଛନ୍ତି ଯେ, ଅଞ୍ଚଳର ଆଦିବାସୀ ଲୋକେ ସହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାନ୍ତି। କନ୍ଦାଗଡ, ନୂଆଗାଁ, ଝୁଲେ ନବର, ପିଣା, ରପଦର ଟିର୍ଲିଆମ ଆଦି ଗ୍ରାମର ୩୭୬ଜଣ ଆଦିବାସୀ ପରିବାରଙ୍କୁ ୬ବର୍ଷ ପୂର୍ବେ ଜଙ୍ଗଲ ଜମିପଟ୍ଟା ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଜମିକୁ ରାଜସ୍ୱ ଜମିର ମାନ୍ୟତା ମିଳିନାହିଁ। ଫଳରେ ସେମାନଙ୍କୁ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର, ମରୁଡି ସହାୟତ ଭଳି ସୁବିଧା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ୱାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story