ହୀରାନୀଳା କଲେଜର ପୂର୍ବତନ ଅଧ୍ୟକ୍ଷ ଗିରଫ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର ବିଶ୍ୱନାଥପୁର ସ୍ଥିତ ବାସଗୃହ, କଲେଜର ଅଫିସ ରୁମ, ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ ଭୁବନେଶ୍ୱର ଡୁମଡୁମା […]

College

College

Jitendra Garnayak
  • Published: Tuesday, 08 March 2022
  • Updated: 08 March 2022, 07:06 PM IST

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ ଥିବା ହୀରାନୀଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।

ରମେଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା। କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରେ ଏହି ଚଢ଼ାଉ କରାଯାଇଥିଲା। ତାଙ୍କର ବିଶ୍ୱନାଥପୁର ସ୍ଥିତ ବାସଗୃହ, କଲେଜର ଅଫିସ ରୁମ, ପୋଖରୀବନ୍ଧରେ ଥିବା କ୍ରସର, ଖୋର୍ଦ୍ଧାରେ ଥିବା କ୍ରସର ଓ ଭୁବନେଶ୍ୱର ଡୁମଡୁମା ହାଉସିଂ ବୋର୍ଡ କଲୋନୀରେ ଥିବା ଘରେ ଏକା ଥରକେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ରମେଶଙ୍କ ଠାରୁ ୪ଟି ଟିପର,୨ଟି ଜେସିବି,୨ଟି ଏସ୍ୟୁଭି କାର, ୪ଟି ବାଇକ୍ ଓ କଟକ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ କଳାହାଣ୍ଡିରେ ୨୬ଟି ପ୍ଲଟ ଠାବ କରାଯାଇଥିଲା। ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ନଗଦ ୧ଲକ୍ଷ ୯୪ହଜାର ଟଙ୍କା ଜବତ କରାଯାଇଥିଲା। ତାଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତକାଲି ଠାରୁ ରମେଶଙ୍କୁ ଅଟକ ରଖାଯାଇଥିବା ବେଳେ ଆଜି ଗିରଫ କରିଛି ଭିଜିଲାନ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story