ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ମାଓବାଦୀଙ୍କ ବିରୋଧ; ପୁଣି ମାରିଲେ ପୋଷ୍ଟର

କଲ୍ୟାଣସିଂହପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ୍‌କୁ ବିରୋଧ କରି ମାଓବାଦୀମାନେ ପୁଣି ଧମକପୂର୍ଣ୍ଣ ପୋଷ୍ଟର ମାରିଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଗାଁର ଦୁଇଟି ଗଛରେ ଏହି ପୋଷ୍ଟର ଲାଗିଛି। ଆଜି ସକାଳେ ଗାଁ ଲୋକେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ପୋଷ୍ଟର ଗୁଡ଼ିକୁ ଜବତ କରିଛି। ନିୟମଗିରି ଅଞ୍ଚଳ ଭିଟା ମାଟିକୁ ବଞ୍ଚାଇବାକୁ ହେଲେ […]

maomodi

maomodi

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 02:22 PM IST

Sports

Latest News

କଲ୍ୟାଣସିଂହପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଜମି ଅଧିକାର ଆଇନ୍‌କୁ ବିରୋଧ କରି ମାଓବାଦୀମାନେ ପୁଣି ଧମକପୂର୍ଣ୍ଣ ପୋଷ୍ଟର ମାରିଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଗାଁର ଦୁଇଟି ଗଛରେ ଏହି ପୋଷ୍ଟର ଲାଗିଛି। ଆଜି ସକାଳେ ଗାଁ ଲୋକେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ଦେଖି ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ପୋଷ୍ଟର ଗୁଡ଼ିକୁ ଜବତ କରିଛି।

ନିୟମଗିରି ଅଞ୍ଚଳ ଭିଟା ମାଟିକୁ ବଞ୍ଚାଇବାକୁ ହେଲେ ବେଦାନ୍ତ କାରଖାନାକୁ ହଟାଇବାକୁ ପଡ଼ିବ। ତାହାହେଲେ ଯାଇ ନିୟମଗିରି ଜଙ୍ଗଲର ସୁରକ୍ଷିତ ହୋଇପାରିବ। ସେହିପରି ନିରୀହ ଆଦିବାସୀଙ୍କୁ ମାଓବାଦୀ ଆଖ୍ୟା ଦେଇ ଗିରଫ, ଡଙ୍ଗରିଆ ଯୁବକଙ୍କୁ ଅର୍ଥ ଲୋଭ ଦାଖାଇ ପୋଲିସ୍‌ ଇନ୍‌ଫର୍ମର କରାଇବା ଓ କମ୍ୱିଂ ଅପରେସନ୍‌ ବନ୍ଦ କରିବାକୁ ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story