କମିଲା ବସ୍ ଭଡା

ଭୁବନେଶ୍ୱର: ଆଜି ରାଜ୍ୟରେ ବସ୍ ଭଡା କମିଛି । ଅଡିନାରି ଓ ଏକ୍ସପ୍ରେସ ବସି ଭଡା କିଲୋମିଟର ପିଛା ୧ ପଇସା କମିଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛର ୨ ପଇସା କମିଛି । ଏବେ ଅଡିନାରି ବସ ଭଡା କିଲୋମିଟର ପିଛା ୬୦ରୁ ୫୯ ପଇସାକୁ କମିଥିବାବେଳେ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୬୩ରୁ ୬୨ ପଇସାକୁ କମିଛି । ଡିଲକ୍ସ ବସ୍ ଭଡା କିଲୋମିଟର […]

Odisha

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 08:00 AM IST

ଭୁବନେଶ୍ୱର: ଆଜି ରାଜ୍ୟରେ ବସ୍ ଭଡା କମିଛି । ଅଡିନାରି ଓ ଏକ୍ସପ୍ରେସ ବସି ଭଡା କିଲୋମିଟର ପିଛା ୧ ପଇସା କମିଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛର ୨ ପଇସା କମିଛି । ଏବେ ଅଡିନାରି ବସ ଭଡା କିଲୋମିଟର ପିଛା ୬୦ରୁ ୫୯ ପଇସାକୁ କମିଥିବାବେଳେ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୬୩ରୁ ୬୨ ପଇସାକୁ କମିଛି । ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୮୪ରୁ ୮୨ ପଇସାକୁ କମିଛି । ସେହିପରି ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୨ ପଇସା କମି ୧ ଟଙ୍କା ୩ ପଇସା ହୋଇଛି।

Related story