କମିଲା ଏମ୍ସର ପ୍ରାଇଭେଟ ୱାର୍ଡର ଭଡା

ଭୁବନେଶ୍ୱର: ଏମ୍ସ ପ୍ରାଇଭେଟ ୱାର୍ଡରେ ଭଡା କମିଲା। ଏଠାରେ ଏବେ ୨ ହଜାର ସ୍ଥାନରେ ଏଣିକି ୧ ହଜାର ଟଙ୍କା ଦେବାକୁ ହେବ। ସେହିପରି ଏଠାରେ ରୋଗୀ ସଂଖ୍ୟା ଦିନକୁ ୧୨ଶହରୁ ୧୭ ଶହକୁ ବୃଦ୍ଧି ପାଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାପରେ ଏହି ସୂଚନା ଦେଇଛନ୍ତି ଏମ୍ସର ନିଦେ୍ର୍ଧଶକ ଅଶୋକ ମହାପାତ୍ର। ଏମ୍ସରେ ଖୁବଶୀଘ୍ର ୟୋଲେ ଫିଭର ଭାକ୍ସିନ୍ ସେଣ୍ଟର ଖୋଲିବ ବୋଲି ସେ କହିଛନ୍ତି । ଦେଶର ୧୧ଟି ସ୍ଥାନରେ ଏହି ସେଣ୍ଟର […]

AIIMSBBSR

AIIMSBBSR

Rakesh Mallick
  • Published: Tuesday, 21 April 2015
  • Updated: 21 April 2015, 06:51 AM IST

Sports

Latest News

ଭୁବନେଶ୍ୱର: ଏମ୍ସ ପ୍ରାଇଭେଟ ୱାର୍ଡରେ ଭଡା କମିଲା। ଏଠାରେ ଏବେ ୨ ହଜାର ସ୍ଥାନରେ ଏଣିକି ୧ ହଜାର ଟଙ୍କା ଦେବାକୁ ହେବ। ସେହିପରି ଏଠାରେ ରୋଗୀ ସଂଖ୍ୟା ଦିନକୁ ୧୨ଶହରୁ ୧୭ ଶହକୁ ବୃଦ୍ଧି ପାଇଛି।

ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାପରେ ଏହି ସୂଚନା ଦେଇଛନ୍ତି ଏମ୍ସର ନିଦେ୍ର୍ଧଶକ ଅଶୋକ ମହାପାତ୍ର। ଏମ୍ସରେ ଖୁବଶୀଘ୍ର ୟୋଲେ ଫିଭର ଭାକ୍ସିନ୍ ସେଣ୍ଟର ଖୋଲିବ ବୋଲି ସେ କହିଛନ୍ତି । ଦେଶର ୧୧ଟି ସ୍ଥାନରେ ଏହି ସେଣ୍ଟର ଅଛି।

ଯୋଗ ଥେରାପି ପାଇଁ ଯୋଗସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହୋଇଥିବା ନିଦେ୍ର୍ଧଶକ ସୂଚନା ଦେଇଛନ୍ତି। ତେବେ ଏବେ ବିଛଇ ସମସ୍ୟା ରହିଛି ଓ ଏହା ଧୀରେ ଧୀରେ ଦୂର ହେଉଛି ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos