କମୁଛି ପିଆଜ ଦର, ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର କମିଥିବା ବେଳେ ବଢିଛି ଆଳୁ ଦର ବୃଦ୍ଧି ଘଟିଛି। କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ୧୩ରୁ ୧୪ ଟଙ୍କାକୁ ବୃଦ୍ଧି ପାଇଛି। ରୋଷେଇ ଘରେ ସବୁବେଳେ ଖୋଜା ପଡୁଥିବା ଆଳୁକୁ ନେଇ ଚିନ୍ତାରେ ପଡିଛନ୍ତି ଘରଣୀ। ବ୍ୟବସାୟୀଙ୍କ କହିବା ଅନୁସାରେ, ବିଭିନ୍ନ କାରଣରୁ ଆଳୁ ଅମଳରେ ବିଳମ୍ୱ ହେବା ଆଶା କରାଯାଉଛି। ତେବେ ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ଶୀତଳଭଣ୍ଡାରରେ ଆଳୁ ଗଚ୍ଛିତ […]

onion and patato

onion and patato

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 02:55 PM IST

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର କମିଥିବା ବେଳେ ବଢିଛି ଆଳୁ ଦର ବୃଦ୍ଧି ଘଟିଛି। କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ ୧୩ରୁ ୧୪ ଟଙ୍କାକୁ ବୃଦ୍ଧି ପାଇଛି। ରୋଷେଇ ଘରେ ସବୁବେଳେ ଖୋଜା ପଡୁଥିବା ଆଳୁକୁ ନେଇ ଚିନ୍ତାରେ ପଡିଛନ୍ତି ଘରଣୀ।

ବ୍ୟବସାୟୀଙ୍କ କହିବା ଅନୁସାରେ, ବିଭିନ୍ନ କାରଣରୁ ଆଳୁ ଅମଳରେ ବିଳମ୍ୱ ହେବା ଆଶା କରାଯାଉଛି। ତେବେ ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ଶୀତଳଭଣ୍ଡାରରେ ଆଳୁ ଗଚ୍ଛିତ ରହିଛି। ତେଣୁ ଆଳୁ ଦର କେତେ ରହିବ ତାହା ଷ୍ଟକ୍ ପରିମାଣ ଉପରେ ନିର୍ଭର କରିବ ‍ବୋଲି କଟକ ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି। କିଛିମାସ ହେଲା ଚଢା ଦରରେ ବିକ୍ରି ହେଉଥିବା ପିଆଜର ଦର ଏବେ ଧୀରେ ଧୀରେ ଖସିବା ଆରମ୍ଭ କରିଛି। ନାସିକରେ ପିଆଜ ଅମଳ ହେବା ଆରମ୍ଭ ହୋଇଯାଇଥିବାରୁ ଦୀପାବଳି ପରେ ଦର ଆହୁରି କମିବ ଆଶା କରାଯାଉଛି।

ସୂଚନାଯୋଗ୍ୟ, ପିଆଜ ଓ ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ରହୁଛନ୍ତି। ବର୍ଷର ୩ରୁ ୪ମାସ ଏହି ଦୁଇ ଅତି ଆବଶ୍ୟକ ସାମଗ୍ରୀର ଦର ଚଢା ରହୁଛି। ଫଳରେ ଗରିବ ଓ ମଧ୍ୟବିତ୍ତ ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦର ନିଯନ୍ତ୍ରଣ ଲାଗି ସରକାର ଆବଶ୍ୟକ ପଦକ୍ଷେପ ନେଉ ନ ଥିବାରୁ ଏପରି ସମସ୍ୟା ଉପୁଜୁ ଥିବା ଅଭିଯୋଗ ମଧ୍ୟ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story