କନ୍ଧମାଳ: ମାଦାଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ରବିବାର ତୁମୁଡ଼ିବନ୍ଧ ମାଦାଗୁଡ଼ା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ଏହି ଜଙ୍ଗଲରେ ସିଆରପିଏଫ୍ ଓ ଏସ୍ଓଜି ପକ୍ଷରୁ ମିଳିତ କମ୍ୱିଂ ଅପରେସନ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ। ଗତ ଶୁକ୍ରବାର ଦିନ ମଧ୍ୟ କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

maoist

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 01:55 AM IST

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ରବିବାର ତୁମୁଡ଼ିବନ୍ଧ ମାଦାଗୁଡ଼ା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ଏହି ଜଙ୍ଗଲରେ ସିଆରପିଏଫ୍ ଓ ଏସ୍ଓଜି ପକ୍ଷରୁ ମିଳିତ କମ୍ୱିଂ ଅପରେସନ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷା ବାହିନୀ।

ଗତ ଶୁକ୍ରବାର ଦିନ ମଧ୍ୟ କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Related story