କନ୍ଧମାଳ: ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକସଭାରେ ୨୫ଜଣ କଂଗ୍ରେସ ସାଂସଦଙ୍କୁ ୫ଦିନ ପାଇଁ ନିଲମ୍ବନ କରାଯାଇଛି । ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ନେତୃତ୍ୱରେ ଆଜି ଏହି ବିକ୍ଷୋଭରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ବିଜେପି ବିରୋଧୀରେ ସ୍ଲୋଗାନ ଦେଇଥିଲେ ।

d

d

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 05:30 AM IST

Sports

Latest News

କନ୍ଧମାଳ: କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଲୋକସଭାରେ ୨୫ଜଣ କଂଗ୍ରେସ ସାଂସଦଙ୍କୁ ୫ଦିନ ପାଇଁ ନିଲମ୍ବନ କରାଯାଇଛି । ଏହାର ପ୍ରତିବାଦରେ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ତଥା ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ନେତୃତ୍ୱରେ ଆଜି ଏହି ବିକ୍ଷୋଭରେ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ବିଜେପି ବିରୋଧୀରେ ସ୍ଲୋଗାନ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos