କନ୍ଧମାଳ: ପୋଲିସ-ମାଓବାଦୀ ଗୁଳିବିନିମୟ, ମାଓ ସାମଗ୍ରୀ ଜବତ

କନ୍ଧମାଳ: ଫୁଲବାଣୀର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଡଙ୍ଗରିଯୋରୀ ପାହାଡ଼ରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବହୁ ବିସ୍ଫୋରକ ଦ୍ରବ୍ୟ  ସହ ମାଓ ସାମଗ୍ରୀ ଜବତ କରିଛି ପୋଲିସ। ୬ଟି ଡିଟୋନେଟର, ସୋଲାର ପ୍ୟାକେଟ୍, ମାଓ ପୋଷାକ ଓ ବ୍ୟାଟେରୀ ଜବତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଡଙ୍ଗରିଯୋରୀ  ପାହାଡ଼ରେ ୨୦ରୁ ଅଧିକ ମାଓବାଦୀ  ମାଓ କ୍ୟାମ୍ପ କରିଥିବା ସୂଚନା ପାଇବା ପରେ ପୋଲିସ ପକ୍ଷରୁ କମ୍ୱିଂ ଅପରେସନ୍ କରାଯାଇଥିଲା। ମାଓବାଦୀମାନେ ଗତକାଲି ଏଠାରୁ […]

Maoist

Maoist

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 08:15 AM IST

Sports

Latest News

କନ୍ଧମାଳ: ଫୁଲବାଣୀର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଡଙ୍ଗରିଯୋରୀ ପାହାଡ଼ରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ବହୁ ବିସ୍ଫୋରକ ଦ୍ରବ୍ୟ  ସହ ମାଓ ସାମଗ୍ରୀ ଜବତ କରିଛି ପୋଲିସ। ୬ଟି ଡିଟୋନେଟର, ସୋଲାର ପ୍ୟାକେଟ୍, ମାଓ ପୋଷାକ ଓ ବ୍ୟାଟେରୀ ଜବତ କରାଯାଇଛି।

ଶୁକ୍ରବାର ସନ୍ଧ୍ୟାରେ ଡଙ୍ଗରିଯୋରୀ  ପାହାଡ଼ରେ ୨୦ରୁ ଅଧିକ ମାଓବାଦୀ  ମାଓ କ୍ୟାମ୍ପ କରିଥିବା ସୂଚନା ପାଇବା ପରେ ପୋଲିସ ପକ୍ଷରୁ କମ୍ୱିଂ ଅପରେସନ୍ କରାଯାଇଥିଲା। ମାଓବାଦୀମାନେ ଗତକାଲି ଏଠାରୁ ଛତ୍ରଭଙ୍ଗ ଦେଇ କୁଆଡ଼େ ଚାଲିଯାଇଥିଲେ। ଆଜି ସକାଳେ  ପୁଣି ଥରେ କମ୍ୱିଂ ଅପରେସନ୍ ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ବର୍ତ୍ତମାନ କମ୍ୱିଂ ଅପରେସନ୍ ଏଠାରେ  ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story