କେନ୍ଦୁଝର: ଗୋପାଳପୁର ଗାଁରେ ହାତୀ ପଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦରରେଞ୍ଜ ଗୋପାଳପୁର ଗାଁ ହାଟପଡ଼ିଆରେ ନିକଟରେ ହାତୀପଲ ଦେଖିବାକୁ ମିଳିଛି। ଏହି ହାତୀପଲରେ ୧୭ରୁ ଅଧିକ ହାତୀ ଥିବା ଅନୁମାନ କରାଯାଉଛି। ହାତୀପଲକୁ ଦେଖି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଧାନ ଖାଇବା ପାଇଁ ହାତୀମାନେ ଗାଁ ମୁହାଁ ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁକୁ ଯାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ

ବରିଷ୍ଠ ପୁଲିସ ଅଫିସରସ୍ତରରେ ବଦଳି; କିଏ କେଉଁଠିକି ଗଲେ ପଢ଼ନ୍ତୁ

ଓଡ଼ିଶାରେ ତିଆରି ହେବ ସିଙ୍ଗାପୁର, ହଂକଂ ପରି ଅଟ୍ଟାଳିକା!

କରୋନା ରୋଗୀ ପିଛା ଦୈନିକ ସର୍ବାଧିକ ଖର୍ଚ୍ଚ ହେଉଛି ୧୮ ହଜାର ଟଙ୍କା

ଦେଢ଼ ବର୍ଷର ପୁଅକୁ କଚାଡ଼ି ମାରିଦେଲା ବାପା!

ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୯୯ ଲୋକାଲ୍‌ କେସ

ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ସ୍ଥାନ ପାଇଲା ଓଡ଼ିଆ

‘ଗଞ୍ଜାମରେ କମୁଛି କରୋନା ସଂକ୍ରମଣ’

ଆଦିତ୍ୟ ମୃତ୍ୟୁର ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ

‘କେସ ପଛେ ଖାଇବୁ, ନିଶ୍ଚିତ ଗଣେଶ ପୂଜା କରିବୁ’

B-tech ଛାତ୍ର ବାଇକ୍‌ ଚୋରି କରୁଥିଲା, ସିସିଟିଭି ଦେଖି ଧରିଲା ପୁଲିସ

ଏଣିକି ୮ଟି ଗୃହ ଥିବା ଅଟ୍ଟାଳିକାକୁ କୁହାଯିବ ଆପାର୍ଟମେଣ୍ଟ

ଚଣ୍ଡିଖୋଲ ବଜାରରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା