ଓଡିଆ ଭାଷା ପ୍ରଚଳନ ଦାବିରେ ଜୁଲାଇ ୧ରୁ ଆମରଣ ଅନଶନ

ଭୁବନେଶ୍ୱର: ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ ଓ ଓଡିଶା ସରକାରୀ ଭାଷା ଅଧିନିୟମ ଗୃହୀତ ହେବାର ୬୦ବର୍ଷ ବିତିଗଲାଣି। ଅଥଚ ଏପର୍ଯ୍ୟନ୍ତ ଓଡିଆ ଭାଷାକୁ ରାଜ୍ୟରେ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ରାଜ୍ୟରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଆଜି ବି ଓଡ଼ିଆ ଭାଷାରେ ପରିଚାଳିତ ହେଉନାହିଁ। ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ଭାଷା କାର୍ଯ୍ୟାଳୟ ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ […]

bjp

bjp

Rakesh Mallick
  • Published: Monday, 29 June 2015
  • Updated: 29 June 2015, 01:13 PM IST

ଭୁବନେଶ୍ୱର: ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୦ ଓ ଓଡିଶା ସରକାରୀ ଭାଷା ଅଧିନିୟମ ଗୃହୀତ ହେବାର ୬୦ବର୍ଷ ବିତିଗଲାଣି। ଅଥଚ ଏପର୍ଯ୍ୟନ୍ତ ଓଡିଆ ଭାଷାକୁ ରାଜ୍ୟରେ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ରାଜ୍ୟରେ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ ଆଜି ବି ଓଡ଼ିଆ ଭାଷାରେ ପରିଚାଳିତ ହେଉନାହିଁ। ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ଭାଷା କାର୍ଯ୍ୟାଳୟ ଆଇନ ୧୯୫୪କୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଏହାକୁ ଗ୍ରହଣ ନ କରିବା ୬ କୋଟି ଓଡ଼ିଆଙ୍କ ସ୍ୱାଭିମାନକୁ କୁଠାରାଘାତ କରୁଛି। ଏହାକୁ ବିରୋଧ କରି ଆସନ୍ତା ଜୁଲାଇ ୧ ତାରିଖରୁ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ଆମରଣ ଅନଶନ କରାଯିବ ବୋଲି ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି। ଏ ନେଇ ସୋମବାର ଓଡିଆ ଭାଷା ସଂଗ୍ରାମ ସମିତି ପକ୍ଷରୁ ଏକ ସମ୍ମାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ସମିତି ପକ୍ଷରୁ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଆବାହକ ଶଙ୍କର୍ଷଣ ପରିଡା, ଯୁଗ୍ମ ଆବାହକ ଗଜାନନ ମିଶ୍ର, ଡଃ ସୁବ୍ରତ ପୃଷ୍ଟି, ଅଧିବକ୍ତା ଅର୍ଜୁନ ସାମନ୍ତରାୟ, ସଦସ୍ୟ ଦେବପ୍ରସାଦ ପରିଜା, ପ୍ରୀତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story