ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି।  ମହାପ୍ରଭୁ ଆଜିଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ।  ଏହି ବେଶରେ ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳଧୂପ ନୀତି ହୋଇଥାଏ। ଏହି  ନୀତିରେ ସକାଳ ଧୂପ ପରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳି, କାକୁଡି ଓ […]

puri temple

puri temple

Tapaswini Nayak
  • Published: Saturday, 16 October 2021
  • Updated: 16 October 2021, 10:24 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ନୀତି।  ମହାପ୍ରଭୁ ଆଜିଠାରୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ।  ଏହି ବେଶରେ ମହାପ୍ରଭୁଙ୍କ ଠାରେ ସ୍ୱତନ୍ତ୍ର ବାଳଧୂପ ନୀତି ହୋଇଥାଏ।

ଏହି  ନୀତିରେ ସକାଳ ଧୂପ ପରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳି, କାକୁଡି ଓ ପଇଡ ଆଦି ଲାଗି ହୋଇଥାଏ।

ଆଶ୍ୱିନ ଏକାଦଶୀରୁ  କାର୍ତ୍ତିକ ମାସ ଶୁକ୍ଲପକ୍ଷ  ଦଶମୀ ପର୍ଯ୍ୟନ୍ତ ମହାପ୍ରଭୁ ରାଧାଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି।  କରୋନା କଟକଣା ଭିତରେ ଆଜି ଗୋଷାଣୀ ଭସାଣ ହେବ।  ଦିନ ୧୨ଟାରୁ ସିଂହଦ୍ୱାରରେ ପ୍ରବେଶ କଟକଣା ସହ ଦର୍ଶନ ବନ୍ଦ  ରହିବ ।

ସୂଚନାଯୋଗ୍ୟ, ଗତକାଲି ବିଜୟା ଦଶମୀ ପୁରୀରେ ମା ବିମଳାଙ୍କ ପୀଠରେ ଦଶହରା ପୂଜା ନୀତି ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ ହୋଇଥିଲା। ଭଣ୍ଡାର ଘରୁ ବାହାରି ସପ୍ତମୀ ଠାରୁ ପୂଜାର୍ଚ୍ଚନା ହେଉଥିବା ସୁବର୍ଣ୍ଣ ଆୟୁଧ ହଳ ମୂଷଳ ଶ୍ରୀବଳଭଦ୍ର ପରିଧାନ କରିଥିଲେ। ଶ୍ରୀଜଗନ୍ନାଥ ରୌପ୍ୟ ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ସହ ଅନେକ ପ୍ରକାରର ସୁବର୍ଣ୍ଣ ମାଳା ପରିଧାନ କରିଥିଲେ। ସେହିପରି ଦେବୀ ସୁଭଦ୍ରା ଦୁଇଟି ତଗଡି ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣରେ ବିଭୂଷିତ ହୋଇଥିଲେ। କିନ୍ତୁ ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story