କାଷ୍ଟିଂ କାଉଚ୍‌ ମାମଲା: ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ

କଟକ: ନାବାଳିକା କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଆଜି ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇଛି। ଗତ ୩ ତାରିଖରେ ଏହା ଉପରେ ଶୁଣାଣି ଥିଲା। କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ଶୁଣାଣି ହୋଇପାରି ନ ଥିଲା। ଗତ ୩ରେ ପପୁ ବ୍ୟକ୍ତିଗତ ଭାବେ […]

papu1

papu1

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 03:42 PM IST

Sports

Latest News

କଟକ: ନାବାଳିକା କାଷ୍ଟିଂ କାଉଚ୍‌ ଅଭିଯୋଗ ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଜାମିନ୍‌ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଆଜି ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ପପୁଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହୋଇଛି।

ଗତ ୩ ତାରିଖରେ ଏହା ଉପରେ ଶୁଣାଣି ଥିଲା। କେସ୍‌ ଡାଏରୀ ଦାଖଲ ହୋଇ ନ ଥିବାରୁ ଶୁଣାଣି ହୋଇପାରି ନ ଥିଲା।

ଗତ ୩ରେ ପପୁ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଭିଡିଓ କନ୍‌ଫରେନସିଂ ଯୋଗେ ହାଜର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story