କଟକ: ବାଙ୍ଗୀ ସାମୂହିକ ବାହାଘରରେ ଗଣ୍ଡଗୋଳ, ଜଣେ ମୃତ

କଟକ: ସାମୂହିକ ବାହାଘର ବେଳେ ଗଣ୍ଡଗୋଳ ଘଟି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବାଙ୍କୀ ଥାନା ଭେଡା ଗାଁର ସନ୍ତୋଷ ଦାସ । ବାଙ୍କୀ ନିକଟ ବ୍ରହ୍ମେଇ ଠାକୁରାଣୀ ମନ୍ଦିର ପରିସର ସମୂହ ବିବାହ ଚାଲିଥିବାବେଳେ ଗଣ୍ଡଗୋଳ ହୋଇଥିଲା । କୌଣସି କାରଣରୁ ସନ୍ତୋଷଙ୍କ ସହିତ କିଛି ବ୍ୟକ୍ତିଙ୍କ ବଚସା ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ସାମୁହିକ ଭାବେ ତାଙ୍କୁ ଠେଙ୍ଗ।ରେ ଆକ୍ରମଣ […]

mangalyaan-probe

mangalyaan-probe

Rakesh Mallick
  • Published: Monday, 08 June 2015
  • Updated: 08 June 2015, 03:14 AM IST

Sports

Latest News

କଟକ: ସାମୂହିକ ବାହାଘର ବେଳେ ଗଣ୍ଡଗୋଳ ଘଟି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ବାଙ୍କୀ ଥାନା ଭେଡା ଗାଁର ସନ୍ତୋଷ ଦାସ । ବାଙ୍କୀ ନିକଟ ବ୍ରହ୍ମେଇ ଠାକୁରାଣୀ ମନ୍ଦିର ପରିସର ସମୂହ ବିବାହ ଚାଲିଥିବାବେଳେ ଗଣ୍ଡଗୋଳ ହୋଇଥିଲା । କୌଣସି କାରଣରୁ ସନ୍ତୋଷଙ୍କ ସହିତ କିଛି ବ୍ୟକ୍ତିଙ୍କ ବଚସା ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ସାମୁହିକ ଭାବେ ତାଙ୍କୁ ଠେଙ୍ଗ।ରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପୋଲିସ ଆଶଙ୍କା କରୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story