କଟକ: ଡେଙ୍ଗୁରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଟକ: କଟକ ଜଗତପୁର ଷ୍ଟେସନ୍ ବଜାର ଅଞ୍ଚଳରେ ଜଣେ ଯୁବକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତ୍ରିନାଥ ବେହେରା (୨୧)। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭଯୋଗ କରିଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟ ଲୋକଙ୍କ ଯୋବ୍ରା ବ୍ରିଜ୍ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ଜଗତପୁର ଅଞ୍ଚଳରେ ମଜୁରିଆ ଭାବେ କାମ କରୁଥିବା ତ୍ରିନାଥଙ୍କୁ କିଛି ଦିନ ଧରି ଜ୍ୱର ଲାଗି […]

dengu-death

dengu-death

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 10:39 AM IST

Sports

Latest News

dengu-deathକଟକ: କଟକ ଜଗତପୁର ଷ୍ଟେସନ୍ ବଜାର ଅଞ୍ଚଳରେ ଜଣେ ଯୁବକଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ତ୍ରିନାଥ ବେହେରା (୨୧)। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭଯୋଗ କରିଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ସ୍ଥାନୀୟ ଲୋକଙ୍କ ଯୋବ୍ରା ବ୍ରିଜ୍ ନିକଟରେ ରାସ୍ତା ଅବରୋଧ କରିଛନ୍ତି।

ଜଗତପୁର ଅଞ୍ଚଳରେ ମଜୁରିଆ ଭାବେ କାମ କରୁଥିବା ତ୍ରିନାଥଙ୍କୁ କିଛି ଦିନ ଧରି ଜ୍ୱର ଲାଗି ରହିଥିଲା। ଡେଙ୍ଗୁ ହୋଇଥିବା ଆଶଙ୍କାରେ ପରିବାର ପକ୍ଷରୁ ଗତକାଲି ରାତିରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଭୋର୍ ପ୍ରାୟ ୪ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।

ଏସ୍‌ସିବି ମେଡିକାଲର ଏମର୍ଜେନ୍ସି ଅଫିସର ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି,“ଅନୁଧ୍ୟାନ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story