କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଅଧିକ ଅର୍ଥ ଦାବି କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ହରାଉଥିବା କେନ୍ଦ୍ରୀୟ ସହାୟତା ସଂପର୍କରେ ସେ ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଅଧିକ ଅର୍ଥ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଚଳିତ ବର୍ଷ କେନ୍ଦ୍ରସରକାର ୨୧୪୯ କୋଟି ଟଙ୍କା ଖର୍ଚ୍ଚ କାଟ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ବିକାଶରେ ବାଧା ଉପୁଜିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ରାଜ୍ୟପାଇଁ ବିଭିନ୍ନ ବିକାଶମୂଳକ ଯୋଜନାରେ ୩୫୦୦ କୋଟି […]

Chief-Minister-of-Odisha-Shri-Naveen-Patnaik-meeting-the-Union-Minister-for-Finance-Corporate-Affairs-and-Information-Broadcasting-Shri-Arun-Jaitley-in-New-Delhi-on-August-

Rakesh Mallick
  • Published: Monday, 03 August 2015
  • Updated: 04 August 2015, 03:57 AM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ହରାଉଥିବା କେନ୍ଦ୍ରୀୟ ସହାୟତା ସଂପର୍କରେ ସେ ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଇବା ସହ ଅଧିକ ଅର୍ଥ

ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଚଳିତ ବର୍ଷ କେନ୍ଦ୍ରସରକାର ୨୧୪୯ କୋଟି ଟଙ୍କା ଖର୍ଚ୍ଚ କାଟ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ବିକାଶରେ ବାଧା ଉପୁଜିବା ଆଶଙ୍କା କରାଯାଉଛି ବୋଲି ସେ କହିଛନ୍ତି। ରାଜ୍ୟପାଇଁ ବିଭିନ୍ନ ବିକାଶମୂଳକ ଯୋଜନାରେ ୩୫୦୦ କୋଟି ଟଙ୍କା ଅଗାମୀ ବଜେଟରେ ବରାଦ କରିବାକୁ ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story