କେନ୍ଦ୍ରାପଡ଼ା: ପୋଲିଓ ଟୀକା ନେବା ପରେ ଶିଶୁ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା: ପୋଲିଓ ଟୀକା ନେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର ରଥ ମୁର୍ମୁଙ୍କ ଦୁଇ ମାସର ପୁଅ ଅନିଲଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୧୨ ତାରିଖ ମଧ୍ୟାହ୍ନରେ ଅନିଲକୁ ପୋଲିଓ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଉକ୍ତ ଦିନ ରାତିରେ ତାକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା। ବିଷାକ୍ତ ଟୀକା ନେବା ଯୋଗୁଁ […]

child-kendrapada

child-kendrapada

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 03:37 PM IST

Sports

Latest News

କେନ୍ଦ୍ରାପଡ଼ା: ପୋଲିଓ ଟୀକା ନେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର ରଥ ମୁର୍ମୁଙ୍କ ଦୁଇ ମାସର ପୁଅ ଅନିଲଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଗତ ୧୨ ତାରିଖ ମଧ୍ୟାହ୍ନରେ ଅନିଲକୁ ପୋଲିଓ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଉକ୍ତ ଦିନ ରାତିରେ ତାକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା।

ବିଷାକ୍ତ ଟୀକା ନେବା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story