କେନ୍ଦ୍ରାପଡ଼ା: ପୋଲିଓ ଟୀକା ନେବା ପରେ ଶିଶୁ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା: ପୋଲିଓ ଟୀକା ନେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର ରଥ ମୁର୍ମୁଙ୍କ ଦୁଇ ମାସର ପୁଅ ଅନିଲଙ୍କ ଗତକାଲି ରାତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଗତ ୧୨ ତାରିଖ ମଧ୍ୟାହ୍ନରେ ଅନିଲକୁ ପୋଲିଓ ଟୀକା ଦିଆଯାଇଥିଲା। ଟୀକା ନେବା ପରେ ଉକ୍ତ ଦିନ ରାତିରେ ତାକୁ ଜ୍ୱର ହୋଇଥିଲା। ପରିବାର ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା।

ବିଷାକ୍ତ ଟୀକା ନେବା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି

ଭଉଣୀକୁ ବଳି ଦେଇ ଆଗରୁ ଭାଇ ବନ୍ଧା ହୋଇଥିଲେ, ଏବେ ଧରାପଡ଼ିଲା ମାଷ୍ଟର ମାଇଣ୍ଡ

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ!

ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍‌ହାର ୯୩ ପ୍ରତିଶତ

ବିଭୁ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର