ଲାଞ୍ଚ ହେଲା କାଳ

<p>ନୂଆପଡ଼ା(ଓଡ଼ିଶା ରିପୋର୍ଟର):&nbsp; ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନୂଆପଡ଼ା ଖଡିଆଳ କେନ୍ଦୁପତ୍ର ବିଭାଗ ଡିଏଫ୍ଓ ଲକ୍ଷ୍ମୀକାନ୍ତ ମିଶ୍ର। ରେଞ୍ଜରଙ୍କଠାରୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।</p> <p>ସୂଚନା ଅନୁସାରେ ଲଖନା ରେଞ୍ଜରେ ୧୩ଲକ୍ଷଟଙ୍କାର କେନ୍ଦ୍ରପତ୍ର ଫଡି ଘର ଓ ସରକାରୀ ବାସ ଭବନ ନିର୍ମାଣ କରାଯାଇଥିଲା।&nbsp; ତେବେ ବିଲ୍ ପାସ ପାଇଁ ଡିଏଫ୍ଓ ଇନଚାର୍ଜ ରେଞ୍ଜର ପର୍ଶୁରାମ ପଟେଲଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପର୍ଶୁରାମ ଭିଜିଲାନ୍ସକୁ ଅବଗତ କରିଥିଲେ। ଲକ୍ଷ୍ମୀକାନ୍ତ ଲାଞ୍ଚ ନେବା ବେଳେ ଭବନୀପାଟଣା ଭିଜିଲାନ୍ସ ତାଙ୍କୁ&nbsp; ଗିରଫ କରିଥିଲା। ଏହାସହ&nbsp; ତାଙ୍କ ଖଡିଆଳସ୍ଥିତ ସରକାରୀ ବାସଭବନ ସହ ଭୁବନେଶ୍ୱରରେ ଥିବା ଘର ଓ ବାରିପଦାର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି।</p>

Ordigital Desk
  • Published: Sunday, 17 December 2017
  • Updated: 17 December 2017, 01:07 PM IST

Sports

Latest News

<p>ନୂଆପଡ଼ା(ଓଡ଼ିଶା ରିପୋର୍ଟର):&nbsp; ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନୂଆପଡ଼ା ଖଡିଆଳ କେନ୍ଦୁପତ୍ର ବିଭାଗ ଡିଏଫ୍ଓ ଲକ୍ଷ୍ମୀକାନ୍ତ ମିଶ୍ର। ରେଞ୍ଜରଙ୍କଠାରୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।</p><p>ସୂଚନା ଅନୁସାରେ ଲଖନା ରେଞ୍ଜରେ ୧୩ଲକ୍ଷଟଙ୍କାର କେନ୍ଦ୍ରପତ୍ର ଫଡି ଘର ଓ ସରକାରୀ ବାସ ଭବନ ନିର୍ମାଣ କରାଯାଇଥିଲା।&nbsp; ତେବେ ବିଲ୍ ପାସ ପାଇଁ ଡିଏଫ୍ଓ ଇନଚାର୍ଜ ରେଞ୍ଜର ପର୍ଶୁରାମ ପଟେଲଙ୍କୁ ୨ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପର୍ଶୁରାମ ଭିଜିଲାନ୍ସକୁ ଅବଗତ କରିଥିଲେ। ଲକ୍ଷ୍ମୀକାନ୍ତ ଲାଞ୍ଚ ନେବା ବେଳେ ଭବନୀପାଟଣା ଭିଜିଲାନ୍ସ ତାଙ୍କୁ&nbsp; ଗିରଫ କରିଥିଲା। ଏହାସହ&nbsp; ତାଙ୍କ ଖଡିଆଳସ୍ଥିତ ସରକାରୀ ବାସଭବନ ସହ ଭୁବନେଶ୍ୱରରେ ଥିବା ଘର ଓ ବାରିପଦାର ପୈତୃକ ଘରେ ଭିଜିଲାନ୍ସ ଚଢାଉ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos