ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ

କେନ୍ଦୁଝର (ପ୍ରଣୟ ପାଣି): ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଅଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡ଼ିଯାଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି। ନୂଆଖମଣ ଗାଁର ବାଙ୍କସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଥୀ ହୋଇ ଖେଳୁଥିଲେ। ଏହି ସମୟରେ ସେମାନେ ଗାଡ଼ିଆରେ ପଡ଼ି ଯାଇଥିଲେ। ପରିବାର ଲୋକେ ଚରିଆଡେ […]

kendujhar

kendujhar

Manoranjan Sial
  • Published: Thursday, 04 June 2020
  • Updated: 04 June 2020, 04:18 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ସାଥୀ ହୋଇ ଆସିଥିଲେ, ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଅଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡ଼ିଯାଇଛନ୍ତି। ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଘଟିଛି।

ନୂଆଖମଣ ଗାଁର ବାଙ୍କସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଥୀ ହୋଇ ଖେଳୁଥିଲେ। ଏହି ସମୟରେ ସେମାନେ ଗାଡ଼ିଆରେ ପଡ଼ି ଯାଇଥିଲେ। ପରିବାର ଲୋକେ ଚରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ତେବେ ଦୁଇ ଭାଇ ଗାଡ଼ିଆରେ ପଡ଼ିଯାଇଥିବା ସନ୍ଦେହ କରି ସାହିପଡିଶା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story