ବ୍ୟବସାୟୀଙ୍କୁ ହତ୍ୟା ପ୍ରତିବାଦରେ ରାସ୍ତାରୋକ; ପାଣିକୋଇଲି ଓ କେନ୍ଦୁଝର ମଧ୍ୟରେ ଯାତାୟତ ଠପ୍

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଛକରେ ଗତକାଲି ଜଣେ ଲୁହା ରଡ୍ ଓ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖଲଣା ଛକରେ ୨୧୫ ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିବା ଫଳରେ ପାଣିକୋଇଲି ଓ କେନ୍ଦୁଝର ମଧ୍ୟରେ ଯାତାୟତ ଠପ୍ ହୋଇଯାଇଥିଲା। ଆନନ୍ଦପୁର ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ପ୍ରାୟ ୨ଟାରେ ରାସ୍ତା ଅବରୋଧ ହଟିଥିଲା। […]

anadpur

anadpur

Rakesh Mallick
  • Published: Monday, 30 January 2017
  • Updated: 30 January 2017, 09:58 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଛକରେ ଗତକାଲି ଜଣେ ଲୁହା ରଡ୍ ଓ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖଲଣା ଛକରେ ୨୧୫ ନମ୍ବର ଜାତୀୟ ରାଜପଥକୁ ଲୋକେ ଅବରୋଧ କରିବା ଫଳରେ ପାଣିକୋଇଲି ଓ କେନ୍ଦୁଝର ମଧ୍ୟରେ ଯାତାୟତ ଠପ୍ ହୋଇଯାଇଥିଲା। ଆନନ୍ଦପୁର ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ପ୍ରାୟ ୨ଟାରେ ରାସ୍ତା ଅବରୋଧ ହଟିଥିଲା।

ପରେ ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ଯାଇ ହତ୍ୟା ସ୍ଥଳରେ ତଦନ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story