କୂଅରୁ ଉଦ୍ଧାର ହେଲେ କୁନି ଗଜରାଜ

<p>ଖୋର୍ଦ୍ଧା: ଜନବସତିକୁ ପଶି ଆସି କୁନି ଗଜରାଜ ଅଡ଼ୁଆରେ।&nbsp; ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମଞ୍ଜରିଆପାଟଣାରୁ ଉଦ୍ଧାର ହୋଇଛି ଏକ ଛୋଟ ହାତୀ।&nbsp; ମଞ୍ଜରିଆପାଟଣାର ପ୍ରଭାକର ବେହେରାଙ୍କ ବାଡ଼ିପଟ କୂଅରେ ପଡ଼ିଯାଇଥିଲା ଏହି ହାତୀ।&nbsp; ଖବରପାଇ ଖୋର୍ଦ୍ଧା ବନବିଭାଗ ପହଞ୍ଚି ହାତୀଟିକୁ ଉଦ୍ଧାର କରିଛି। ଏହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇପାରେ।</p>

Ordigital Desk
  • Published: Friday, 03 November 2017
  • Updated: 03 November 2017, 09:36 AM IST

Sports

Latest News

<p>ଖୋର୍ଦ୍ଧା: ଜନବସତିକୁ ପଶି ଆସି କୁନି ଗଜରାଜ ଅଡ଼ୁଆରେ।&nbsp; ଖୋର୍ଦ୍ଧା ଜିଲ୍ଲା ନିରାକାରପୁରର ମଞ୍ଜରିଆପାଟଣାରୁ ଉଦ୍ଧାର ହୋଇଛି ଏକ ଛୋଟ ହାତୀ।&nbsp; ମଞ୍ଜରିଆପାଟଣାର ପ୍ରଭାକର ବେହେରାଙ୍କ ବାଡ଼ିପଟ କୂଅରେ ପଡ଼ିଯାଇଥିଲା ଏହି ହାତୀ।&nbsp; ଖବରପାଇ ଖୋର୍ଦ୍ଧା ବନବିଭାଗ ପହଞ୍ଚି ହାତୀଟିକୁ ଉଦ୍ଧାର କରିଛି। ଏହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇପାରେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos