ହେରା ପଞ୍ଚମୀ ନୀତି ସଂପନ୍ନ, ମହାପ୍ରଭୁଙ୍କ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ଶ୍ରୀଜୀଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଆଜି ରାତିରେ ଅନୁଷ୍ଠିତ ହୋଇଛି ହେରା ପଞ୍ଚମୀ ନୀତି। ମହାପ୍ରଭୁ ଶ୍ରୀମନ୍ଦିର ଛାଡିବାର ୫ମ ଦିନରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମା ଲକ୍ଷ୍ମୀ ପ୍ରଭୁଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବା ସହ ଶ୍ରୀ ମନ୍ଦିରକୁ ଫେରିବାକୁ ମନାଇବାରେ ସଫଳ ହୋଇଛନ୍ତି। ଭେଟ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀ ପ୍ରଥମେ ମହାପ୍ରଭୁଙ୍କ ରଥ ନିକଟରେ ପହଂଚି ପରମ୍ପରା ମୁତାବକ ରଥଭାଙ୍ଗିଥିଲେ।

gundicha

Rakesh Mallick
  • Published: Wednesday, 22 July 2015
  • , Updated: 23 July 2015, 01:50 AM IST

Related story