କିମ୍ସ ଲାଇସେନ୍ସ ରଦ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ଲାଇସେନ୍ସ ରଦ୍ଦ କରିବାକୁ ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି, ଅଗ୍ନିଶମ ବିଭାଗ ଡିଜି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଓଡ଼ିଶା ଫାୟାର ସର୍ଭିସେସ୍‌ ଆକ୍ଟ ୧୯୯୩କୁ କଡାକଡ଼ି ପାଳନ ପାଇଁ ଶିବଶଙ୍କର ମହାନ୍ତି ନାମକ ଜଣେ ଆଇନଜୀବୀଙ୍କ ପକ୍ଷରୁ […]

highcourt

highcourt

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 08:40 PM IST

Sports

Latest News

ଭୁବନେଶ୍ୱର: ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍ସ)ର ଲାଇସେନ୍ସ ରଦ୍ଦ କରିବାକୁ ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି। ମାମଲାର ଶୁଣାଣି କରି କୋର୍ଟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି, ଅଗ୍ନିଶମ ବିଭାଗ ଡିଜି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଓଡ଼ିଶା ଫାୟାର ସର୍ଭିସେସ୍‌ ଆକ୍ଟ ୧୯୯୩କୁ କଡାକଡ଼ି ପାଳନ ପାଇଁ ଶିବଶଙ୍କର ମହାନ୍ତି ନାମକ ଜଣେ ଆଇନଜୀବୀଙ୍କ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲା ଆଧାରରେ ଏହି ନୋଟିସ୍‌ ଜାରି କରାଯାଇଛି। ଅଗ୍ନିକାଣ୍ଡ ରୋକିବାକୁ ଆଇନ ଥିବା ସତ୍ତ୍ୱେ ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷ ଜାଣିଶୁଣି ଫାୟାର ସେଫ୍ଟି ନର୍ମ ପାଳନ କରୁ ନ ଥିବା ଆବେଦନକାରୀ ଦର୍ଶାଇଥିଲେ।

କିମ୍ସର ଉଦାହରଣ ଦେଇ ଆବେଦନକାରୀ ଦର୍ଶାଇଛନ୍ତି, ୨୦୧୦ ମସିହାରେ କିମ୍ସକୁ ଏହି ନିୟମ ପାଳନ କରିବାକୁ କୁହାଯାଇଥିଲା। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାକୁ ବେଖାତିର କରି ଚାଲିଛନ୍ତି। ଏପରିକି ୨୦୧୪ ମସିହାରେ କିମ୍ସରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ସିଲ୍‌ କରାଯାଇନାହିଁ।

ଆସନ୍ତା ୧୫ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story